ବିଦାୟୀ ଭାଷଣରେ ଭାବବିହ୍ଵଳ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କେନ୍ୟୁଜ୍(ବ୍ୟୁରୋ):  ରାଷ୍ଟ୍ରପତି କାର୍ଯ୍ୟକାଳର ଶେଷ ଦିବସରେ ରାମନାଥ କୋବିନ୍ଦଙ୍କ ବିଦାୟୀ ଭାଷଣ। ଦେଶବାସୀଙ୍କୁ ସମ୍ବୋଧନ କରି ଭାବବିହ୍ଵଳ ହୋଇଛନ୍ତି କୋବିନ୍ଦ। ପାଞ୍ଚବର୍ଷ ପୂର୍ବେ ଦେଶବାସୀ ତାଙ୍କ ଉପରେ ଭରସା ରଖିଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିର୍ବାଚିତ ଜନପ୍ରତିନିଧିଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।

ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରୁ ପରୋଖୋଁ ଗାଁର ଅତି ସାଧାରଣ ପରିବାରରୁ ଆସି ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିବାରୁ ସେ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଗଣତନ୍ତ୍ରର ଶକ୍ତିକୁ ପ୍ରଣାମ କରିଛନ୍ତି। ଏହାସହ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.