#ଶାଢ଼ି ଟ୍ବିଟର ଟ୍ରେଣ୍ଡରେ ସାମିଲ ହେଲେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ନୂଆଦିଲ୍ଲୀ:  ଟ୍ବିଟରରେ ଚାଲୁଥିବା #ଶାଢ଼ି ଟ୍ବିଟର ଟ୍ରେଣ୍ଡରେ ସାମିଲ ହୋଇଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେ ନିଜ  ଟ୍ବିଟରରେ ଏକ ଶାଢ଼ି ପିନ୍ଧିଥିବା ଫଟୋ ସେୟାର କରିଛନ୍ତି। ଏହି ଫଟୋଟି  ୨୨ ବର୍ଷ ପୁରୁଣା ଫଟୋ । ଯାହା ତାଙ୍କର ବିବାହ ସମୟର ବୋଲି କୁହାଯାଉଛି।

priyankaପ୍ରିୟଙ୍କାଙ୍କ ବିବାହ ୧୯୯୭ ଫେବୃୟାରି ୧୮ରେ ହୋଇଥିଲା। ତେବେ ପ୍ରିୟଙ୍କାଙ୍କ ଏହି ଫଟୋ ଉପରେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସେ ଟ୍ବିଟରରେ ତାଙ୍କ ଶାଢ଼ି ଫଟୋରେ କ୍ୟାପସନ୍‌ ଲେଖିଛନ୍ତି ଯେ, ଏହା ମୋ ବିବାହ ସମୟର ଫଟୋ। ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।

ଏହାସହ ପଢନ୍ତୁ : ହେମା ମାଳିନୀଙ୍କ ସଂସଦ ସଫେଇକୁ ନେଇ କଣ କହିଲେ ସ୍ୱାମୀ ଧର୍ମେନ୍ଦ୍ର, ଜାଣନ୍ତୁ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.