ଇସ୍ତଫା ଦେଲେ ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ, ବ୍ୟକ୍ତିଗତ କାରଣ ଦର୍ଶାଇଲେ
ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପଛରେ ବ୍ୟକ୍ତିଗତ କାରଣ ବୋଲି ଜଣାପଡିଛି । ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ବ୍ୟକ୍ତିଗତ କାରଣ ଏବଂ ଅନ୍ୟ ପ୍ରତିବନ୍ଧତା ଯୋଗୁଁ ପଞ୍ଜାବ ରାଜ୍ୟପାଳ ପଦରୁ ଇସ୍ତଫା ଦେଉଛି ।

ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପଛରେ ବ୍ୟକ୍ତିଗତ କାରଣ ବୋଲି ଜଣାପଡିଛି । ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ବ୍ୟକ୍ତିଗତ କାରଣ ଏବଂ ଅନ୍ୟ ପ୍ରତିବନ୍ଧତା ଯୋଗୁଁ ପଞ୍ଜାବ ରାଜ୍ୟପାଳ ପଦରୁ ଇସ୍ତଫା ଦେଉଛି । କୃପା କରି ସ୍ୱୀକାର କରନ୍ତୁ ।
Punjab Governor Banwarilal Purohit resigns from the post citing personal reasons
Read @ANI Story | https://t.co/te6b1sMmQ4#PunjabGovernor #BanwarilalPurohit #Resign pic.twitter.com/Tfy5sAw1CW
— ANI Digital (@ani_digital) February 3, 2024
ଖବର ମୁତାବକ, କିଛି ଦିନ ହେବ ରାଜ୍ୟ ସରକାରଙ୍କ ସହ ରାଜ୍ୟପାଳଙ୍କର ବିବାଦ ଚାଲିଥିଲା । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ରାଜ୍ୟପାଳଙ୍କ ବିରୁଦ୍ଧରେ ଅଭିଯୋଗ ମଧ୍ୟ ଆଣିଥିଲେ । ଏପରିକି ମାମଲା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।