ଭାଇରାଲ ହେଲା ସାପ ଓ କୁମ୍ଭୀର ଲଢେଇର ବିରଳ ଦୃଶ୍ୟ,  ଯାହାକୁ ଦେଖିଲେ ଲୋମଟାଙ୍କୁରି ଉଠିବ

ଅଜଗର  ଓ  ସାପର ଲଢେଇରେ ଏକ ଫଟୋ  ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଶରୀରର ଲୋମ ଟଙ୍କୁରୀ ଉଠିବ। ଏହି ଫଟୋଟିରେ ଏକ ଅଜଗର ଏକ ବିଶାଳକାୟ କୁମ୍ଭୀରକୁ ଗୋଟା ଗିଳି ଦେଉଥିବାରୁ ଦେଖିବାକୁ ମିଳିଛି। ଏହି ଫଟୋ ଗୁଡିକୁ ଜିଜି ୱାଇଲ୍ଡ ଲାଇଫ୍ ରେସକ୍ୟୁ ନିଜ ଫେସବୁକ ଆକାଉଣ୍ଟରେ ସେୟାର କରିଛି।

crocodile python fight
picture courtesy: GG wild life rescue

ଜିଜି ୱାଇଲ୍ଡ ଲାଇଫ୍ ଏହି ଫଟୋ ଗୁଡିକୁ ପୋଷ୍ଟ କରିବା ପରେ  ଅନ୍ୟମାନେ ମଧ୍ୟ ଏହି ଫଟୋଗୁଡିକୁ ସେୟାର କରିବାକୁ ଲାଗିଲେ ଯାହ ଫଳରେ ଏହି ପୋଷ୍ଟଟିରେ ସର୍ବାଧିକ କମେଣ୍ଟ ଓ ସେୟାର ହୋଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.