ଝଡ଼ ବି ସୃଷ୍ଟି କରେ ଭୂମିକମ୍ପ, “stormquakes” ର ଆବିଷ୍କାର କଲେ ସିସ୍ମୋଲୋଜିଷ୍ଟ

କେନ୍ୟୁଜ୍: ଝଡ଼ ବି ସୃଷ୍ଟି କରେ ଭୂମିକମ୍ପ । ସିସ୍ମୋଲୋଜିଷ୍ଟମାନେ “stormquakes” ର ଆବିଷ୍କାର କରିଛନ୍ତି । ୩ ଦଶମିକ ୫ ତୀବ୍ରତାରେ ଭୂମିକମ୍ପ ପରି ଯେତେବେଳେ ତୁଫାନ ସିଫ୍ଲୋରକୁ ଦୋହଲାଇ ଦେଇଥାଏ, ସେତେବେଳେ “stormquakes” ସୃଷ୍ଟି ହୋଇଥାଏ । ଫ୍ଲୋରିଡା ଷ୍ଟେଟ ୟୁନିଭରସିଟ୍ ସିସ୍ମୋଲୋଜିଷ୍ଟଙ୍କ ଅନୁସାରେ କୌଣସି ଭୟଙ୍କର ସାମଗ୍ରୀ ତୁଳନାରେ ଏହି “stormquakes”ଭୟଙ୍କର । “stormquakes” ଦୁଇଟି ମହତ୍ୱପୂର୍ଣ୍ଣ ଦିଗରୁ ଅଲଗା ଅଲଗା । ଗୋଟିଏ ହେଉଛି ଏହା ବାସ୍ତବିକ୍‌, ଅନ୍ୟଟି ଯେତେ ଭୟଙ୍କର ବୋଲି ଚିନ୍ତା କରାଯାଏ ସେହି ତୁଳନାରେ ସେତେଟା ଭୟଙ୍କର ନୁହଁ । ସମୁଦ୍ରରେ ବଡ଼ ବଡ଼ ଢେଉ ଉଠିଥାଏ । କିଛି ସ୍ଥାନରେ ଦୁଇଟି ଢେଉ ପରସ୍ପର ମଧ୍ୟରେ କଥା ହେଉଥିବା ବେଳେ ବଡ଼ ଢେଉ ସୃଷ୍ଟି ହୋଇଥାଏ । ସେତେବେଳେ ଏହା ଭୟଙ୍କର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.