ଜମ୍ମୁ-କଶ୍ମୀରରେ ସ୍ୱାଭାବିକ ହେଉଛି ଜୀବନଯାତ୍ରା, ବିଭିନ୍ନ ସ୍ଥାନରେ ଖୋଲିଲାଣି ଦୋକାନ ବଜାର
ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ । ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି ଜୀବନଯାତ୍ରା। ବିଭିନ୍ନ ସ୍ଥାନରେ ଦୋକାନ ବଜାର ମଧ୍ୟ ଖୋଲିଲାଣି। ଖୋଳାଯାଇଛି ସମସ୍ତ ସ୍କୁଲ, କଲେଜ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଶ୍ରୀନଗର ଯାଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।