ଜମ୍ମୁ-କଶ୍ମୀର ଗୁଲମାର୍ଗରେ ତୁଷାରପାତ, ମଜା ନେଉଛନ୍ତି ପର୍ଯ୍ୟଟକ

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀର ଗୁଲମାର୍ଗରେ ତୁଷାରପାତ । ଗତକାଲିଠୁ ତୁଷାରପାତ ଆରମ୍ଭ ହୋଇ ଯାଇଛି । ଏହାର ମଜା ନେଉଛନ୍ତି ପର୍ଯ୍ୟଟକ । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଏଭଳି ତୁଷାରପାତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରବଳ ବର୍ଷା ଆଶଂକା ମଧ୍ୟ ରହିଛି । ରାସ୍ତା ବରଫାଛନ୍ନ ହେବା ଫଳରେ କିଛି ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.