କୋଭାକ୍ସିନ ଓ କୋଭିସିଲଡ ପରେ ଏବେ ମାଗଣାରେ ମିଳିବ Sputnik V

ନୂଆଦିଲ୍ଲୀ(କେ ନ୍ୟୁଜ): କୋଭାକ୍ସିନ ଓ କୋଭିସିଲଡ ଭଳି ମାଗଣାରେ ଲୋକଙ୍କୁ ଦିଆଯିବ ସ୍ପୁଟନିକ-ଭି ଭ୍ୟାକସିନ । ଖୁବଶୀଘ୍ର ସରକାରୀ ଟିକା ଦାନ କେନ୍ଦ୍ରରେ ଋଷ ଟିକା ଉପଲବ୍ଧ ହେବ । କୋଭିଡ ୧୯ କାର୍ଯ୍ୟ ସମୁହ ଅଧ୍ୟକ୍ଷ ଡକ୍ଟର ଏନ କେ ଆରୋରା । ସ୍ପୁଟନିକ ଭି ଟିକା ଏବେ କେବଳ

ଦେଶରେ ଘରୋଇ ହସପିଟାଲରେ ମିଳୁଛି । ଏହାକୁ ମାଗଣା ଟିକାକରଣ ଯୋଜନାରେ ସାମିଲ କରିବାକୁ ଯୋଜନା ରହିଛି । କିନ୍ତୁ ଏହା ଟିକାର ଯୋଗାଣ ଉପରେ ନିର୍ଭର କରୁଛି । ଋଷ ଟିକା ସ୍ପୁଟନିକ ଭିକୁ ମାଇନସ୍‌ ୧୮ ଡିଗ୍ରୀ ସେଲସିୟସ ତାପାମାତ୍ରାରେ ସଂରକ୍ଷିତ ରଖିବାକୁ ପଡିବ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.