ରାଜସ୍ଥାନ ଜୟପୁର ସମ୍ଭାର ହ୍ରଦରେ ପକ୍ଷୀ ମଡ଼କ, କୂଳରେ ପଡ଼ିଛି ପ୍ରାୟ ଏକ ହଜାର ପକ୍ଷୀଙ୍କ ମୃତଦେହ

ରାଜସ୍ଥାନ: ରାଜସ୍ଥାନ ଜୟପୁର ସମ୍ଭାର ହ୍ରଦରେ ପକ୍ଷୀ ମଡ଼କ। ପ୍ରାୟ ଏକ ହଜାର ପକ୍ଷୀଙ୍କ ମୃତ ଦେହ ହ୍ରଦ କୂଳରେ ପଡ଼ିଛି। ଏଥିରେ କେତେକ ବିଦେଶାଗତ ପକ୍ଷୀ ଅଛନ୍ତି। ତେବେ ପକ୍ଷୀ ମୃତ୍ୟୁର କାରଣ ଜଣାପଡ଼ିନାହିଁ। କୌଣସି ସଂକ୍ରମଣ ଯୋଗୁ ଏଭଳି ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ପାଣି ପରୀକ୍ଷା କରାଯିବ ବୋଲି ବନ ବିଭାଗ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.