ଆଜି ବିଶ୍ୱ ଏଡ୍‌ସ ଦିବସ: ଚଳିତ ବର୍ଷର ଥିମ୍‌ ରଖିଛି ‘ବିଶ୍ୱ ଏକତା, ସହଭାଗୀ ଦାୟିତ୍ୱ’

ଭୁବନେଶ୍ୱର : ଆଜି ବିଶ୍ୱ ଏଡ୍‌ସ ଦିବସ । ଚଳିତ ବର୍ଷର ଥିମ୍‌ ରଖିଛି ‘ବିଶ୍ୱ ଏକତା, ସହଭାଗୀ ଦାୟିତ୍ୱ’ । ଏଚ୍‌ଆଇଭି ବା ଏଡ୍‌ସର ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।

୧୯୮୮ରୁ ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ସାରା ପୃଥିବୀରେ ବିଶ୍ୱ ଏଡସ୍‌ ଦିବସ ରୂପେ ପାଳନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏଡ୍‌ସର ସ୍ଥାୟୀ ନିରାକରଣ ପାଇଁ ଔଷଧ ନଥିବା ବେଳେ ସଚେତନତା ଓ ସଂଯମପୂର୍ଣ୍ଣ ଆଚରଣ ଦ୍ୱାରା ଏହାକୁ ରୋକାଯାଇ ପାରିବ। ୨୦୧୩ ସୁଦ୍ଧା ସାରା ବିଶ୍ୱରେ ୩.୬ କୋଟି ମଣିଷ ଏଡ୍‌ସ ଯୋଗୁଁ ପ୍ରାଣ ହରାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.