Browsing Tag

world aids day

ବିଶ୍ୱ ଏଡ୍ସ ଦିବସରେ ରଙ୍ଗୋଲି ମାଧ୍ୟମରେ ସଚେତନ କଲେ ଯୁବ ଚିତ୍ରକର ତୁଷାର

ସୋର(କେନ୍ୟୁଜ): ପ୍ରତିଭା କେବେ ଲୁଚି ରହେନା । ଦିନେ ନା ଦିନେ ଲୋକଲୋଚନକୁ ଆସେ, ଏବଂ ପ୍ରଶଂସିତ ହୁଏ । ଏମିତି ଏକ ପ୍ରତିଭା ଯିବ ଏବେ ସମସ୍ତଙ୍କ ପାଖରେ ଆଲୋଚନାର ପାତ୍ର ପାଲଟିଛନ୍ତି । ସେ ହେଉଛନ୍ତି ବାଲେଶ୍ୱର ଜାମୁଝାଡି ଅଂଚଳର ଯୁବ ଚିତ୍ରକର ତୁଷାର ରଞ୍ଜନ ବାରିକ । ବିଶ୍ୱ ଏଡ୍ସ…

ଆଜି ବିଶ୍ୱ ଏଡ୍‌ସ ଦିବସ: ଜାଣନ୍ତୁ କ’ଣ ରହିଛି ଚଳିତ ବର୍ଷର ଥିମ୍

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଡିସେମ୍ବର ୧ ରେ ପାଳନ ହେଉଛି ବିଶ୍ୱ ଏଡସ୍‌ ଦିବସ । ଏହି ଦିନ ଏଡସ୍ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରାଯାଏ । ଏଡସ୍ ଏକ ବିପଜ୍ଜନକ ରୋଗ, ଏହାର ଏକମାତ୍ର ଉପଶମ ହେଉଛି ପ୍ରତିରୋଧ । ଏହି ରୋଗରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି…

ଆଜି ବିଶ୍ୱ ଏଡ୍‌ସ ଦିବସ, ଜାଣନ୍ତୁ ଏହି ରୋଗ ଠାରୁ କିପରି କରିବେ ନିଜ ଶିଶୁର ସୁରକ୍ଷା

ଆଜି 'ଵିଶ୍ଵ ଏଡ୍‌ସ ଦିବସ' । ୧୯୮୮ ମସିହା ପରଠୁ ପ୍ରତିବର୍ଷ ଡିସେମ୍ବର ମାସ ୧ ତାରିଖକୁ ବିଶ୍ୱ ଏଡ୍‌ସ ଦିବସ ଭାବେ ପାଳନ କରାଯାଇ ଆସୁଛି । ଏକତ୍ରିତ ଭାବେ ଏଚଆଇଭି ଭାଇରସ ବିରୋଧରେ ସର୍ବସାଧାରଣରେ ଜାଗରଣ ସୃଷ୍ଟି କରିବା, ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ସହାୟତା କରିବା ଓ ପୂର୍ବରୁ…

ଆଜି ବିଶ୍ୱ ଏଡ୍‌ସ ଦିବସ ଅବସରରେ କଳିଙ୍ଗ ଟିଭି ପକ୍ଷରୁ ମାରାଥନ୍‌ ଦୌଡ଼: ବହୁ ବିଶିଷ୍ଠ ବ୍ୟକ୍ତି, ସାଧାରଣ ଲୋକଙ୍କ ସହ…

ଭୁବନେଶ୍ୱର(କେନ୍ୟୁଜ୍): ଆଜି ବିଶ୍ୱ ଏଡ୍‌ସ ଦିବସ । ପ୍ରତିବର୍ଷ ଡିସେମ୍ବରରେ ପାଳନ ହୋଇଥାଏ ବିଶ୍ୱ ଏଡ୍‌ସ ଦିବସ । ପ୍ରତି ବର୍ଗର ଲୋକଙ୍କ ମଧ୍ୟରେ ସଚେତନ ଆଣିବା ଏହି ଦିନକୁ ପାଳନ କରିବାର ଉଦ୍ଦେଶ୍ୟ । ଚଳିତ ବର୍ଷର ଥିମ୍‌ ହେଉଛି Equalize ବା ସମାନତା । ଅର୍ଥାତ ସମାଜରୁ ଅସମାନତାକୁ…

ଗୋପନ ରୋଗର ନୀରବ ଦଂଶନ: ଭଂଜନଗର ଓ ବ୍ରହ୍ମପୁରର ART ସେଣ୍ଟର, ଏଠାରେ ଏଡସ୍ ରୋଗୀଙ୍କୁ କାଉନସିଲିଂ କରି ଦିଆଯାଏ ମାଗଣା…

ଭଞ୍ଜନଗର(କେନ୍ଯୁଜ୍): ଗୋପନ ରୋଗର , ନୀରବ ଦଂଶନ । କିଏ ଅଜାଣତରେ ଶିକାର ହେଲା ତ’ କିଏ ଖିଆଲ ମନର ନୀରବତାରେ । ଅନେକଙ୍କ ଜୀବନ ଯାଇଛି । ସମ୍ବେଦନଶୀଳ ହୋଇପଡ଼ିଲା ସମୁଦାୟ ଜିଲ୍ଲା । ସରକାରୀ ଓ ବେସରକାରୀ ସ୍ତରରେ , ସଚେତନ ଓ ସତର୍କ କରାଗଲା । ଲୋକେ ବି ଜାଣିଲେ ଆଉ ସଚେତନ ରହିବାକୁ…

ବିଶ୍ୱ ଏଡସ୍‌ ଦିବସ ଅବସରରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ: ଆଜି ବିଶ୍ୱ ଏଡ୍‌ସ ଦିବସ । ଚଳିତ ବର୍ଷର ଥିମ୍‌ ରଖିଛି 'ବିଶ୍ୱ ଏକତା, ସହଭାଗୀ ଦାୟିତ୍ୱ’ । ଏଚ୍‌ଆଇଭି ବା ଏଡ୍‌ସର ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ବିଶ୍ୱ ଏଡସ୍‌ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା । ବାଲୁକା…

ଆଜି ବିଶ୍ୱ AIDS ଦିବସ, ଏକ ସ୍ୱରରେ ଏକଜୁଟ ହେଲେ ବିଶ୍ୱ ହେବ ଏଡ୍ସ ମୁକ୍ତ

ଆଜି ବିଶ୍ୱ ଏଡ୍ସ ଦିବସ । ସାଧାରଣ ଜନସାଧାରଣଙ୍କ ମନରେ ଏଡ୍ସ ବା ଆକ୍ୟୁଏର୍ଡ ଇମ୍ୟୁନୋ ଡେ଼ଫିସିଏନସି ସିଣ୍ଡ୍ରୋମ( AIDS)କୁ ନେଇ ସଚେତନତା ସୃଷ୍ଟି କରିବା ଓ ଏନେଇ ହେଉଥିବା ମୃତ୍ୟୁହାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣକୁ ଆଣିବା ହିଁ ବିଶ୍ୱ ଏଡ୍ସ ଦିବସ ପାଳନର ଉଦ୍ଦେଶ୍ୟ  । ଏହି କାରଣରୁ…

ଆଜି ବିଶ୍ୱ ଏଡ୍‌ସ ଦିବସ: ଚଳିତ ବର୍ଷର ଥିମ୍‌ ରଖିଛି ‘ବିଶ୍ୱ ଏକତା, ସହଭାଗୀ ଦାୟିତ୍ୱ’

ଭୁବନେଶ୍ୱର : ଆଜି ବିଶ୍ୱ ଏଡ୍‌ସ ଦିବସ । ଚଳିତ ବର୍ଷର ଥିମ୍‌ ରଖିଛି 'ବିଶ୍ୱ ଏକତା, ସହଭାଗୀ ଦାୟିତ୍ୱ’ । ଏଚ୍‌ଆଇଭି ବା ଏଡ୍‌ସର ଭୟାବହତା ସଂପର୍କରେ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ୧୯୮୮ରୁ ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ସାରା ପୃଥିବୀରେ ବିଶ୍ୱ…

ଆସନ୍ତାକାଲି ବିଶ୍ୱ ଏଡସ୍‌ ଦିବସ, ସଚେତନତା ପାଇଁ ବେଳାଭୂମିରେ ଅଭିନବ ପ୍ରୟାସ

କେନ୍ୟୁଜ୍‌: ବିଶ୍ୱ ଏଡସ୍‌ ଦିବସର ଅବ୍ୟବହିତ ପୂର୍ବରୁ ଏଚ.ଆଇ.ଭି/ ଏଡସ୍‌ ନିୟନ୍ତ୍ରଣ କ୍ଷେତ୍ରରେ ସହଭାଗୀ ହୋଇ ଦାୟିତ୍ୱ ନିର୍ବହନ କରିବା ପାଇଁ ବାଲୁକା କଳା ଜରିଆରେ ଓଡ଼ିଶା ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସମିତି (ଓସାକ୍ସ), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱର ସମେତ ପୁରୀ…

ଆଜି ବିଶ୍ୱ ଏଡସ ଦିବସ

ଆଜି ବିଶ୍ୱ ଏଡସ ଦିବସ । ଚଳିତ ବର୍ଷର ଥିମ୍,, KNOW YOUR STATUS । National AIDS Control Organisation, ନାକୋ ଦ୍ୱାରା ପ୍ରକାଶିତ ରିପୋର୍ଟରେ ୨୦୧୦ ତୁଳନାରେ, ରାଜ୍ୟରେ ୩୦ ପ୍ରତିଶତ ଏଚ୍ଆଇଭ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଯାହା ଜାତୀୟ ହାରଠାରୁ ଭଲ ରହିଛି । ଏହି ସମୟରେ ଭାରତରେ…