ପ୍ରଶାନ୍ତ ମହାସାଗରେ ସୁନାମୀ ଆଲର୍ଟ, ମୁକାବିଲା ପାଇଁ ସେନା ପ୍ରସ୍ତୁତ

କେନ୍ଯୁଜ୍: ଆମେରିକା ଆଲାସ୍କା ପେନିନସୁଲାରେ ୮ ଦଶମିକ ୨ ତୀବ୍ରତାର ଭୂମିକମ୍ପ । ଆମେରିକା ସମୟ ସଂଧ୍ୟା ୬ଟା ୧୬ ମିନିଟରେ ଭୂମିକମ୍ପର ବଡ ଝଟକା ଅନୁଭୂତ ହୋଇଥିଲା । ସମୁଦ୍ରର ୧୭ କିଲୋମିଟର ଗଭୀର ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଥିଲା । ଭୂମିକମ୍ପର ୩ ଘଣ୍ଟା ପର୍ଯ୍ୟନ୍ତ ବଡ ବଡ ଜୁଆର ଆସିବାର ଆଶଙ୍କା ରହିଛି ।

ପ୍ରଶାନ୍ତ ମହାସାଗରୀୟ ସୁନାମୀ ସତର୍କତା । କେନ୍ଦ୍ର ପକ୍ଷରୁ ଆଲର୍ଟ କରାଯାଇଛି । ଏହା ପରେ ପ୍ରଶାନ୍ତ ମହାସାଗରେ ସୁନାମୀ ଆଲର୍ଟ ଜାରି ହୋଇଛି । ନ୍ୟୁଜିଲାଣ୍ଡରେ ସୁନାମୀ ନେଇ କିଛି ପାଣିପାଗ କେନ୍ଦ୍ର ଆଲର୍ଟ କରିବା ପରେ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରଯାଇଛି । ଯେ କୌଣସି ମୁକାବିଲା ପାଇଁ ସେନା ପ୍ରସ୍ତୁତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.