ପାଟକୁରା : ନିର୍ବାଚନ ବେଳେ ରାଜନୈତିକ ହିଂସା, ବିଜେଡି କର୍ମୀଙ୍କୁ ଆକ୍ରମଣ

ପାଟକୁରା ବିଧାନସଭା ନିର୍ବାଚନ ବେଳେ ରାଜନୈତିକ ହିଂସା। ଗରଦପୁର ବ୍ଲକ ଟିକାନପୁରର ୨୨୭ନଂ ବୁଥ ନିକଟରେ ବିଜେଡି କର୍ମୀଙ୍କୁ ମାଡ଼ ହୋଇଛି। ବିଜେଡିର କର୍ମୀ ଧନୁର୍ଦ୍ଧର ମଲ୍ଲିକଙ୍କୁ ବିଜେପି କର୍ମୀ ମାଡ ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଧନୁର୍ଦ୍ଧର ମଲ୍ଲିକଙ୍କୁ ପାଟକୁରା ମେଡିକାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.