ଘଷିପୁରାରେ ରାଜନୈତିକ ହିଂସା, ସରପଞ୍ଚଙ୍କ ଦିଅରକୁ ମରଣାନ୍ତକ ଆକ୍ରମଣ
ଘଷିପୁରା : ଘଷିପୁରାରେ ରାଜନୈତିକ ହିଂସା । ଘଷିପୁରା ବ୍ଲକ୍ ପୁରୁଣା ବାନ୍ଦୋଗଡା ପଞ୍ଚାୟତ ସରପଞ୍ଚଙ୍କ ଦିଅରକୁ ମରଣାନ୍ତକ ଆକ୍ରମଣ । ଠେଙ୍ଗା ଓ ଲୁହାରଡରେ ଆକ୍ରମଣ ଯୋଗୁଁ ଭାଙ୍ଗିଛି ୨ଟି ଗୋଡ । ଗୁରୁତର ଅବସ୍ଥାରେ ସରପଞ୍ଚଙ୍କ ଦିଅର ସୁଜିତ୍ କୁମାର ଧିରଙ୍କୁ ପ୍ରଥମେ ଆନନ୍ଦପୁର…