IOCL ରେ ୧୮୦୦ରୁ ଅଧିକ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍‌ରେ ବମ୍ପର ଅପାରଣ୍ଟିସ ପଦବୀରେ ଭର୍ତ୍ତି କରାଯିବ । ଆବେଦନ ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ iocl.com କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୫ ଜାନୁଆରୀ ୨୦୨୪ ରହିଛି ।

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍‌ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇି । ନୋଟିଫିକେସନ ଅନୁଯାୟୀ ବମ୍ପର ପଦବୀରେ ଭର୍ତ୍ତି କରାଯିବ । ଏହି ଅଭିଯାନରେ ଅପାରଣ୍ଟିସ ପଦବୀ ପାଇଁ ଭର୍ତ୍ତି ଚାଲିଛି । ଏଥିପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟ iocl.com କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୫ ଜାନୁଆରୀ ୨୦୨୪ ରହିଛି ।

ପଦବୀ ବିବରଣୀ : ୧୮୨୦

ଜରୁରୀ ତାରିଖ : ଆବେଦନ ପାଇଁ ଶେଷ ତାରିଖ ଜାନୁଆରୀ ୫, ୨୦୨୪ ରହିଛି ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୪ ବର୍ଷ ମଧ୍ୟରେ ହେବା ଜରୁରୀ ।

କେମିତି ହେବ ଚୟନ :

ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ଅନଲାଇନ ଟେଷ୍ଟ ଦ୍ୱାରା ପାଇଥିବା ମାର୍କ ଏବଂ ନୋଟିଫିକେସନରେ ଥିବା ଶିକ୍ଷାଗତ ଯୋଗ୍ୟତା ଉପରେ ଆଧାରିତ ହେବ । ଅନଲାଇନ ଟେଷ୍ଟ ହେବ ।

କେମିତି କରିବେ ଆବେଦନ :

ଆବେଦନ କରିବା ପାଇଁ ସଂସ୍ଥାର ଅଫିସିଆଲ ୱେବସାଇଟ iocl.com କୁ ଯାଆନ୍ତୁ ।

ଏହାପରେ ହୋମପେଜ କ୍ଲିକ୍‌ କରି କ୍ୟାରିଅର ଟାବ ଉପରେ କ୍ଲିକ୍‌ କରନ୍ତୁ ।

ଏହାପରେ ସମ୍ବନ୍ଧୀୟଭର୍ତ୍ତି ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।

ଏହାପରେ ସ୍କ୍ରିନରେ ଏକ ନୂଆ ପେଜ ଦେଖାଇବ ।

ସେଥିରେ ରେଜିଷ୍ଟ୍ରେସନ କରି ଫର୍ମ ପୂରଣ କରିବା ପରେ ସବମିଟ୍‌ କରନ୍ତୁ ।

ଏହାପରେ ଆବେଦନ ଫର୍ମ ଡାଉନଲୋଡ କରି ଏକ ପ୍ରିଣ୍ଟ ଆଉଟ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.