AIIMS ଜମ୍ମୁ ପାଇଁ ବମ୍ପର ଭର୍ତ୍ତି, ଇଣ୍ଟରଭ୍ୟୁ ମାଧ୍ୟମରେ ହେବ ଚୟନ

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ପକ୍ଷରୁ ସିନିଅର ରେଜିଡେଣ୍ଟସ/ସିନିଅର ଡେମୋଷ୍ଟ୍ରେଟର ପଦବୀରେ ଭର୍ତ୍ତି ପାଇଁ ଏକ ନୋଟିଫିକେସନ ଜାରି ହୋଇଛି । ଆବେଦନ କରିବା ପାଇଁ ଶେଷ ତାରିଖ ୨୦ ଡିସେମ୍ବର ୨୦୨୩ ରହିଛି ।

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ପକ୍ଷରୁ ଭର୍ତ୍ତି ପାଇଁ ଏକ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ସିନିଅର ରେଜିଡେଣ୍ଟସ/ସିନିଅର ଡେମୋଷ୍ଟ୍ରେଟର ପଦବୀରେ ଭର୍ତ୍ତି କରାଯିବ । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ aiimsjammu.edu.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଶେଷ ତାରିଖ ୨୦ ଡିସେମ୍ବର ୨୦୨୩ ରହିଛି ।

ପଦବୀ ବିବରଣୀ : ୧୨୯

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୦ ଡିସେମ୍ବର ୨୦୨୩ ରହିଛି ।

ଚୟନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ଆଧାରରେ ହେବ ।

କେମିତି ହେବ ଇଣ୍ଟରଭ୍ୟୁ : ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ୨୩, ୨୪,୨୫, ୨୬ ଏବଂ ୨୭ ଡିସେମ୍ବର ୨୦୨୩ ରହିଛି ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ସାଧାରଣ ବର୍ଗ/ଓବିସି/ EWS ପ୍ରାର୍ଥୀ ୧ ହଜାର ଟଙ୍କା ଶୁଳ୍କ ଦେବାକୁ ହେବ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ଛାଡ ମିଳିବ ।

କେମିତି ହେବ ଇଣ୍ଟରଭ୍ୟୁ : ପ୍ରାର୍ଥୀ ଇଣ୍ଟରଭ୍ୟୁ ପାଇଁ ସକାଳ ୯ଟାରେ ପହଞ୍ଚିବାକୁ ହେବ ।

conference room, AIIMS Jammu, Camp Office, GMC Doctor Guest House, Maheshpura Chowk, AIIMS, Jammu, 180001

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.