Browsing Tag

aiims

ଏମ୍ସ କର୍ମଚାରୀଙ୍କୁ ଗୁଳିମାଡ଼ ଘଟଣା, ଧରାପଡିଲା ଅଭିଯୁକ୍ତ

ଭୁବନେଶ୍ବର: ୨୮ ଦିନର ଲୁଚକାଳି ଶେଷ ପରେ ଧରାପଡିଲା ଅଭିଯୁକ୍ତ । ଭୁବନେଶ୍ବର ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଦାଶିବ ପ୍ରଧାନ ଗିରଫ। ଭୁବନେଶ୍ୱରର ଏକ ହୋଟେଲ କଡ଼ରୁ ଉଠାଇ ଆଣିଲା ପୋଲିସ । ରାଜ୍ୟ ବାହାରକୁ ଖସିବାକୁ ଉଦ୍ୟମ ବେଳେ ଗିରଫ ହୋଇଛି…

ସ୍ବାଭାବିକ ହେଉଛି ଅଭିଜିତଙ୍କ ଶ୍ବାସକ୍ରିୟା, ଭେଣ୍ଟିଲେଟରରୁ ଆଇସିୟୁକୁ ହେଲେ ସ୍ଥାନାନ୍ତର

କଟକ : ସ୍ବାଭାବିକ ହେଉଛି ଅଭିଜିତଙ୍କ ଶ୍ବାସକ୍ରିୟା । ତାଙ୍କୁ ଭେଣ୍ଟିଲେଟରରୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲିକ୍ଷିତ ହୋଇଛି । ସେ ଏମସ ଭୁବନେଶ୍ବରର ICUରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର କିଡନୀ ଓ…

AIIMSରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଏମ୍ସରେ ଅସଦାଚାରଣ, ଅଭିଯୁକ୍ତ ଗିରଫ । ଭୁବନେଶ୍ବର ଏମ୍ସରେ ଜଣେ ମହିଳା ହସ୍ପିଟାଲ ଆଟେଣ୍ଡାଣ୍ଚଙ୍କୁ ଆସଦାଚରଣ ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଅଭିଯୁକ୍ତ ନାନୁ ରାମ ଚୌଧୁରୀଙ୍କୁ ଗିରଫ କରିଛି । ଅଭିଯୁକ୍ତକୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ଅସଦାଚରଣ ଅଭିଯୋଗ ଆସିବା…

ଏମ୍ସରେ ଚାଲିଛି ବଳଙ୍ଗା ଛାତ୍ରୀଙ୍କ ଚିକିତ୍ସା, ଆବଶ୍ୟକ ହେଲେ ଏୟାର ଲିଫ୍ଟ ହେବେ ପୀଡ଼ିତା ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ଭୁବନେଶ୍ବର ଏମ୍ସ ବର୍ଣ୍ଣ ୱାର୍ଡରେ ଚାଲିଛି ବଳଙ୍ଗା ଛାତ୍ରୀଙ୍କ ଚିକିତ୍ସା । ଅବସ୍ଥା ଗୁରୁତର ରହିଛି । ଅକ୍ସିଜେନ ସପୋର୍ଟରେ ଚିକିତ୍ସା କରାଯାଉଛି। କିନ୍ତୁ ସେ ଭେଣ୍ଟିଲେଟରରେ ନାହାନ୍ତି। ଆବଶ୍ୟକ ପଡିଲେ ଦିଲ୍ଲୀକୁ ଏୟାରଲିଫ୍ଟ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏକ…

କୋଭିଡ୍ ଟିକା ହାର୍ଟ ଆଟାକର କାରଣ ନୁହେଁ, ସ୍ପଷ୍ଟ କରିଛି ICMR ଏବଂ AIIMS

କୋଭିଡ୍ ଟିକା ହାର୍ଟଆଟାକର କାରଣ ନୁହେଁ ବୋଲି ସ୍ପଷ୍ଟ କରିଛି ICMR ଏବଂ AIIMS । ୪୦ ଦିନରେ ୨୨ ଜଣଙ୍କ ହୃଦଘାତରେ ଜୀବନ ଯାଇଥିଲା । ଯାହା କୋଭିଡ ଟିକାର ପ୍ରଭାବ ବୋଲି ଅଭିଯୋଗ ଅଣାଯାଇଛି । ଯାହାକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।…

AIIMS ଗୋରଖପୁର ପାଇଁ ତୁରନ୍ତ କରନ୍ତୁ ଆବେଦନ, ବିନା ପରୀକ୍ଷାରେ ହେବ ଚୟନ

ଚିକିତ୍ସା କ୍ଷେତ୍ରରେ କ୍ୟାରିଅର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଏମ୍ସ ଗୋରଖପୁର ତରଫରୁ ଅନେକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଫେବୃଆରୀ ୧୦ ପର୍ଯ୍ୟନ୍ତ କରିପାରିବେ ଆବେଦନ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ…

AIIMS ରେ ଭର୍ତ୍ତି ସୁଯୋଗ, ବିନା ଲିଖିତ ପରୀକ୍ଷାରେ ମିଳିବ ଚାକିରି

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଅଖିଳ ଭାରତୀୟ ଆୟର୍ୁବିଜ୍ଞାନ ସଂସ୍ଥା (AIIMS) ବିଳାସପୁରରେ ଚାକିରି ପାଇବାର ସୁଯୋଗ । ଏଥିପାଇଁ ଇଚ୍ଛୁ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ପଦବୀ ବିବରଣୀ : ୧୨୩ ସିନିଅର ରେଜିଡେଣ୍ଟ ଜରୁରୀ ତାରିଖ : ଆବେଦନ…

AIIMS ଗୋରଖପୁରରେ ଭର୍ତ୍ତି ସୁଯୋଗ, ମାସକୁ ମିଳିବ ୬୭ ହଜାର ଟଙ୍କା

AIIMS ଗୋରଖପୁରରେ ସିନିଅର ରେଜିଟେଣ୍ଟ ପଦବୀରେ ଭର୍ତ୍ତି ହେଉଛି । ଇଛୁକ ପ୍ରାର୍ଥୀ ଅଫଲାଇନ ଆବେଦନ କରିପାରିବେ । ଆବେଦନ ପତ୍ର ପଠାଇବାର ଶେଷ ତାରିଖ ନଭେମ୍ବର ୧, ୨୦୨୪ ମିଳିଛି । ଏହି ଭର୍ତ୍ତି ଟେନୟର ବେସିକରେ ହେବ । ଏଥିରେ ଚୟନିତ ପ୍ରାର୍ଥୀଙ୍କ ୧ ବର୍ଷ ପାଇଁ ନିଯୁକ୍ତି କରାଯିବ ।…

ଏମ୍ସରେ ମିଳିବ ଚାକିରି, ଦରମା ମାସକୁ ୬୭ ହଜାର ଟଙ୍କା

AIIMS ପାଟନାରେ ଖାଲିପଡିଛି ପଦବୀ । ଏଠାରେ ସିନିଅର ରେଜିଡେଣ୍ଟ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ପାଟନା ଏମ୍ସର ଅଫିସିଆଲ ସାଇଟ୍‌କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅକ୍ଟୋବର ୭ ପୂର୍ବରୁ ଆବେଦନ କରିପାରିବେ ।…

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ଆକ୍ରମଣ ଘଟଣା, ଏମ୍ସ ହସ୍ପିଟାଲରେ ଭେଟିଲା ବିଜେଡିର ୫ ଜଣିଆ ପ୍ରତିନିଧି ଦଳ

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲା BJD ଟିମ୍ । ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ମରା ଘଟଣା । ଏମ୍ସ ହସ୍ପିଟାଲରେ ଆହତ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ବିଜେଡିର ୫ ଜଣିଆ ପ୍ରତିନିଧି ଦଳ । ସେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ନାହାନ୍ତି । ଶରୀରରେ ଅନେକ ସ୍ଥାନରେ ଆଘାତ…

ସୀତାରାମ ୟେଚୁରୀଙ୍କ ପାର୍ଥିବ ଶରୀର AIIMSକୁ ଦାନ, ଜାଣନ୍ତୁ ଡୋନେଟ୍‌ ପରେ କେବେ ହୁଏ ଫେରସ୍ତ

ସିପିଆଇ (ଏମ୍) ନେତା ସୀତାରାମ ୟେଚୁରୀ ଗୁରୁବାର ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି । ୟେଚୁରୀଙ୍କୁ ୭୨ ବର୍ଷ ବୟସ ହୋଇଥିଲା ଏବଂ ସେ ଲମ୍ବା ସମୟ ଧରି ଅସୁସ୍ଥ ଥିଲେ । ତାଙ୍କର ଦେହାନ୍ତ ପରେ ପରିବାର ଲୋକେ ତାଙ୍କ ପାର୍ଥିବ ଶରୀରକୁ AIIMSକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।…

ହସପିଟାଲର ଏମରଜେନ୍ସୀ ଓ୍ଵାର୍ଡରେ ରୋଗୀଙ୍କ ଭିତରେ ପଶିଗଲା ପୋଲିସ ଗାଡି, ଭିଡିଓ ଭାଇରଲ

ହସପିଟାଲରେ ଏମରଜେନ୍ସି ଓ୍ଵାର୍ଡରେ ପଶିଗଲା ପୋଲିସ ଗାଡି । କୌଣସି ରୋଗୀକୁ ନେଇ ନୁହେଁ ବରଂ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଗାଡି ଧରି ହସପିଟାଲର ଏମରଜେନ୍ସି ଓ୍ଵାର୍ଡକୁ ପଶିଯାଇଥିଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଋିଷିକେଶ ଏମ୍ସରେ । ଯାହାର ଭିଡିଓ ଭାଇରଲ ହେଉଛି । ଖବର ମୁତାବକ,…