ଏମ୍ସ ରାଏବରେଲୀରେ ଭର୍ତ୍ତି ସୁଯୋଗ, ମାସକୁ ମିଳିବ ୫୬ ହଜାର ଦରମା: ତୁରନ୍ତ କରନ୍ତୁ ଆବେଦନ

AIIMS ରାଏବରେଲୀରେ ଭର୍ତ୍ତି ସୁଯୋଗ । ଜୁନିଅର ରେଜିଡେଣ୍ଟ ପଦବୀ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୧୬ ଅଗଷ୍ଟ ୨୦୨୩ ରହିଛି ।

ଏମ୍ସ ରାଏବରେଲୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି । ଆପଣ ଜୁନିଅର ରେଜିଡେଣ୍ଟ ପଦବୀ ପାଇଁ ଆବଦନ କରିପାରିବେ । ଇଚ୍ଛୁକ ଥିବା ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ େଓ୍ଵବସାଇଟ୍‌ aiimsrbl.edu.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୬ ଅଗଷ୍ଟ ରହିଛି ।

ପଦବୀ ବିବରଣୀ : ୪୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୬ ଅଗଷ୍ଟ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଏମବିବିଏସ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୭ ବର୍ଷ ହୋଇଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ଆବେଦନ କରିଥିବା ପ୍ରାର୍ଥୀ ଲିଖିତ ପରୀକ୍ଷା/ଦସ୍ତାବିଜ ଭେରିଫିକେସନ ପ୍ରକ୍ରିୟା ଆଧାରରେ ହେବ । ଲିଖିତ ପରୀକ୍ଷା ୨୦ ଅଗଷ୍ଟ, ୨୦୨୩ରେ ଆୟୋଜିତ ହେବ ।

ଦରମା : ପ୍ରାର୍ଥୀ ମାସକୁ ୫୬,୧୦୦ ଟଙ୍କା ମିଳିବ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କୁ ୧୦୦୦ ଟଙ୍କା ଶୁଳ୍କ ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

file:///D:/DATA$/KALINGA/Downloads/recruitment_11011e67e9679ffb100b6d0d7d19dee1.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.