ରେଲୱେରେ ଖାଲିପଡିଛି ୯୧୪୪ ପଦବୀ, ୮ ଏପ୍ରିଲ ପୂର୍ବରୁ କରନ୍ତୁ ଆବେଦନ

ଭାରତୀୟ ରେଳରେ ବମ୍ପର ପଦବୀରେ ଭର୍ତ୍ତି ପାଇଁ ସୁଯୋଗ । ରେଲୱେ ଭର୍ତ୍ତି ବୋର୍ଡ ପାଇଁ ଟେକ୍ନିସିଆନ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ RRB ର ଅଫିସିଆଲ ସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ରେଲୱେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳରେ ବମ୍ପର ପଦବୀରେ ଭର୍ତ୍ତି ପାଇଁ ସୁଯୋଗ । ରେଲୱେ ଭର୍ତ୍ତି ବୋର୍ଡ ପାଇଁ ଟେକ୍ନିସିଆନ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ RRB ର ଅଫିସିଆଲ ସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପଦବୀ ବିବରଣୀ : ୯୧୪୪

ଟେକ୍ନିସିଆନ ଗ୍ରେଡ ୧ ସିଗ୍ନାଲ : ୧୦୯୨
ଟେକ୍ନିସିଆନ ଗ୍ରେଡ ୩ : ୮୦୫୨

ଜରୁରୀ ତାରିଖ : ଏଠାରେ ଆବେଦନ କରିବାର ଶେଷ ତାରିଖ ୮ ଏପ୍ରିଲ ୨୦୨୩ ରହିଛି । ଆବେଦନ ଫର୍ମ ଚେକ୍‌ କରିବା ପାଇଁ ୯ ଏପ୍ରିଲରେ ଖୋଲିବ ଏବଂ ୧୮ ଏପ୍ରିଲ ୨୦୨୪ରେ ସରିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ଆଧାରିତ ପରୀକ୍ଷା, ଦସ୍ତାବିଜ ଭେରିଫିକସନ, ଚିକିତ୍ସା ପରେ ଚୟନ ହେବ ।

ଆବେଦନ ଶୁଳ୍କ : ଇଚ୍ଛୁକ ପ୍ରାର୍ଥୀ ୫୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି/ ମହିଳା/ ଟ୍ରାନ୍ସଜେଣ୍ଡର/EWS ପ୍ରାର୍ଥୀ ୨୫୦ ଟଙ୍କା ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.