RITES ରେ ଭର୍ତ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ରାଇଟସ ଲିମିଟେଡ ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଜାରି ହୋଇଥିବା ନୋଟିଫିକେସନ ମୁତାବକ, ଏଥିପାଇଁ ଇଂଜିନିୟରିଂ ପ୍ରଫେସନାଲ ପଦବୀରେ ଭର୍ତ୍ତି ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଚାଲୁ ରହିଛି । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ rites.com କୁ ଯାଇ ଆବେଦନ କରିପାରିବେ ।

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ରାଇଟସ ଲିମିଟେଡ ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଜାରି ହୋଇଥିବା ନୋଟିଫିକେସନ ମୁତାବକ, ଏଥିପାଇଁ ଇଂଜିନିୟରିଂ ପ୍ରଫେସନାଲ ପଦବୀରେ ଭର୍ତ୍ତି ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଚାଲୁ ରହିଛି । ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ rites.com କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୪, ୨୦୨୪ ରହିଛି । ଇଣ୍ଟରଭ୍ୟୁର ଆୟୋଜନ ୧୫ ମାର୍ଚ୍ଚ RITES Limited , ପ୍ଲଟ ନଂ୧, ସେକ୍ଟର-୧, ଗୁରୁଗ୍ରାମରେ ଆୟୋଜିତ ହେବ ।

ପଦବୀ ବିବରଣୀ : ୮

ସିନିୟର ବ୍ରିଜ ଇଂଜିନିୟର : ୨
ଟିମ୍‌ ଲିଡର : ୨
ସିନିଅର ପାଭମେଣ୍ଟ ସ୍ପେଶାଲିଷ୍ଟ : ୨
ରେସିଡେଣ୍ଟ ହାଇେଓ୍ଵ ଇଂଜିନିୟର : ୨

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୪ ରହିଛି ।

ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଚ୍ଛୁକ ଥିବା ସାମାନ୍ୟ/ଓବିସି ପ୍ରାର୍ଥୀ ୬୦୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ୩୦୦ ଟଙ୍କା ଦେବାକୁ ପଡିବ ।

କେମିତି କରିବେ ଆବେଦନ:

ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ପ୍ରଥମେ ରାଇଟସର ଅଫିସିଆଲ ୱେବସାଇଟ www.rites.com କୁ ଯାଆନ୍ତୁ ।
ଏହାପରେ ହୋମପେଜରେ କ୍ୟାରିଅର ସେକ୍ସନକୁ ଯାଇ ଅନଲାଇନ ରେଜିଷ୍ଟ୍ରେସନ କରନ୍ତୁ ।
ରେଜିଷ୍ଟ୍ରେସନ କରିବା ପରେ ଆବେଦନ କରନ୍ତୁ ।
ଏହାପରେ ଦରକାର ମୁତାବକ ଦସ୍ତାବିଜ ଅପଲୋଡ କରନ୍ତୁ ।
ଆବେଦନ ଶୁଳ୍କ ଭରନ୍ତୁ । ଶୁଳ୍କ ଭରିବା ପରେ ସବମିଟ୍‌ କରନ୍ତୁ ।
ଭବିଷ୍ୟ ପାଇଁ ଏକ ପ୍ରିଣ୍ଟଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.