UPSC ନିଯୁକ୍ତି 2023: ବିଭିନ୍ନ ପଦବୀ ପାଇଁ ଆବେଦନ ଆରମ୍ଭ, ଏଠାରେ ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ୟୁନିଅନ୍ ପବ୍ଳିକ୍ ସର୍ଭିସ୍ କମିଶନ ଆସିଷ୍ଟାଣ୍ଟ ଇଞ୍ଜିନିୟର ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ନାଇଁ ଆମନ୍ତ୍ରଣ କରିଛନ୍ତି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ UPSC- upsc.gov.in ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଏଥିପାଇଁ ଆବେଦନ କରିପାରିବେ ।

ୟୁନିଅନ୍ ପବ୍ଳିକ୍ ସର୍ଭିସ୍ କମିଶନ ଆସିଷ୍ଟାଣ୍ଟ ଇଞ୍ଜିନିୟର ଏବଂ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ନାଇଁ ଆମନ୍ତ୍ରଣ କରିଛନ୍ତି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ UPSC- upsc.gov.in ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଏଥିପାଇଁ ଆବେଦନ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୦ ଟି ପଦ ପୂରଣ କରିବା ପାଇଁ ବ୍ୟବସ୍ଥା ରହିଛି । ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୧୫ ଜୁନ୍ ୨୦୨୩ ।

UPSC ନିଯୁକ୍ତି ୨୦୨୩ ପଦବୀ ବିବରଣୀ :

ସାଇଣ୍ଟିଷ୍ଟ -B (ଇଲେକ୍ଟ୍ରିକାଲ୍): ୧ ପୋଷ୍ଟ

ଆସିଷ୍ଟାଣ୍ଡ ଇଞ୍ଜିନିୟର: ୯ ପୋଷ୍ଟ

ସାଇଣ୍ଟିଷ୍ଟ ଗ୍ରେଡ଼ ୩ : ୬ ପୋଷ୍ଟ

ଜୁନିୟର ସିପ୍ ସର୍ଭେଅର୍-କମ୍ ସାଇଣ୍ଟିଷ୍ଟ ଡାଇରେକ୍ଟର ଜେନେରାଲ୍: ୧ ପୋଷ୍ଟ

ଜୁନିୟର ରିର୍ସଚର ଅଫିସର: ୩ ପୋଷ୍ଟ

ଆବେଦନ ନିମିତ ପ୍ରାର୍ଥୀମାନଙ୍କୁ ୨୦୦ ଟଙ୍କା ଦେବାକୁ ପଡିବ । କେବଳ ଏସସି / ଏସଟି / ମହିଳା ପ୍ରାର୍ଥୀ ଯେଉଁମାନେ କି ଦେୟ ପ୍ରଦାନରୁ ମୁକ୍ତ ରହିବେ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଯେକୌଣସି ଶାଖାରେ ନଗଦ ଟଙ୍କା ପଠାଇପାରିବେ କିମ୍ବା କୌଣସି Visa/Master/RuPay କ୍ରେଡିଟ୍ / ଡେବିଟ୍ କାର୍ଡ / ୟୁପିଆଇ ପେମେଣ୍ଟ କିମ୍ବା ଯେକୌଣସି ବ୍ୟାଙ୍କରେ ନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରିପାରିବେ ।