Below header

ଖାଲିପଡିଛି ଏଗ୍ରିକଲ୍ଚର ଆସିଷ୍ଟାଣ୍ଟ ପଦବୀ, ୩୪୪୬ ପଦବୀ ପାଇଁ କରନ୍ତୁ ଆବେଦନ

ୟୁପିରେ ଏଗ୍ରିକଲ୍ଟଚର ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀରେ ବମ୍ପର ଭର୍ତ୍ତି । ଏଠାରେ ୩୪୪୬ ପଦବୀ ଖାଲିପଡିଛି । ଏହି ପଦବୀରେ ଏଗ୍ରିକଲଚର ଟେକ୍ନିକାଲ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ, ଗ୍ରୁପ ସି ପାଇଁ ଭର୍ତ୍ତି ହେବ । ଏଥିରେ ଆବେଦନ କେବଳ ଅନଲାଇନ ମାଧ୍ୟମରେ ହେବ ।

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ୟୁପିରେ ଏଗ୍ରିକଲ୍ଟଚର ଟେକ୍ନିକାଲ ଆସିଷ୍ଟାଣ୍ଟ ପଦବୀରେ ବମ୍ପର ଭର୍ତ୍ତି । ଏଠାରେ ୩୪୪୬ ପଦବୀ ଖାଲିପଡିଛି । ଏହି ପଦବୀରେ ଏଗ୍ରିକଲଚର ଟେକ୍ନିକାଲ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ, ଗ୍ରୁପ ସି ପାଇଁ ଭର୍ତ୍ତି ହେବ । ଏଥିରେ ଆବେଦନ କେବଳ ଅନଲାଇନ ମାଧ୍ୟମରେ ହେବ । ଆବେଦନ କରିବାର ୱେବସାଇଟ upsssc.gov.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୩୪୪୬

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧ ମଇ ରୁ ଆରମ୍ଭ ହୋଇ ୩୧ ମଇରେ ଶେଷ ହେବ ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ସମ୍ବନ୍ଧୀୟ ଫିଲ୍ଡରେ ବ୍ୟାଚଲର ଡିଗ୍ରୀ କରିଥିବା ଜରୁରୀ । ଏହାସହିତ ୟୁପି ପିଇଟି ପରୀକ୍ଷା ୨୦୨୩ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୧ ରୁ ୪୦ ବର୍ଷ ମଧ୍ୟରେ ହେବା ଜରୁରୀ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.