ମହିଳାଙ୍କୁ ସନ୍ତୁଷ୍ଟ କରିବାର ହିଟ୍ ଆଣ୍ଡ ଫିଟ୍ ଫର୍ମୁଲା, ବେଡରୁମରେ ନିଶ୍ଚୟ କରନ୍ତୁ ଟ୍ରାଏ

ସାମାଜିକ ଜୀବନକୁ ଆଗକୁ ବଢ଼ିବାରେ ସେକ୍ସ ବା ସହବାସର ଗୁରୁତ୍ୱ କେତେ ତାହା କିଏ ବା ନ ଜାଣେ। ଏଣୁ ସବୁ ପୁରୁଷ ବେଡ଼ରୁମରେ ନିଜ ପାର୍ଟନରଙ୍କୁ ସନ୍ତୁଷ୍ଟ କରିବାକୁ ଯଥାସାଧ୍ୟ ଚେଷ୍ଟା କରିଥାନ୍ତି। ପୁରୁଷମାନେ ନିଜ ଇଚ୍ଛା ଖୋଲାଖୋଲି ଭାବେ ପ୍ରକାଶ କରୁଥିବା ବେଳେ ମହିଳାମାନେ ଲାଜରେ ନିଜ ଇଚ୍ଛା କହିପାରନ୍ତି ନାହିଁ। ପ୍ରାୟତଃ ପୁରୁଷମାନେ ନିଜ ଇଚ୍ଛା ଅନୁସାରେ ସମ୍ବନ୍ଧ ବନାଇ ଶୋଇପଡ଼ିଥାନ୍ତି। କିନ୍ତୁ ମହିଳାମାନେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହୋଇନଥିଲେ ମଧ୍ୟ ମନକୁ ମାରି ଶୋଇଯାଇଥାନ୍ତି। ଏନେଇ ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ୭୦୦ ଜଣ ମହିଳା ଭାଗ ନେଇଥିଲେ। ସେମାନେ ମହିଳା ମାନେ କିଭଳି ସନ୍ତୁଷ୍ଟ ହୋଇଥାନ୍ତି ତାହାର ଖୁଲାସା କରିଥିଲେ। ଆସନ୍ତୁ ଜାଣିବା କଣ କହିଥିଲେ ସେମାନେ …

This Is Exactly How You Get a Woman to Orgasm - Maxim

ସହବାସ ବେଳେ ମହିଳା ସାଥୀଙ୍କ ମନରେ ଧୀରେ ଧୀରେ ଉତ୍ତେଜନା ବଢ଼ାଇବା ଉଚିତ। କିନ୍ତୁ ପୁରୁଷମାନେ ଏହାକୁ ବୁଝିନପାରି ସିଧାସଳଖ ସମ୍ପର୍କ ରଖିଥାନ୍ତି। ଏହାଦ୍ୱାରା ମହିଳା ଚରମ ସୁଖ ପାଇପାରନ୍ତି ନାହିଁ।

ବେଡ଼ରେ ମହିଳା ସାଥୀଙ୍କ ଆଖିରେ ଆଖି ମିଶାଇ ଆପଣ ତାଙ୍କୁ କେତେ ଭଲ ପାଆନ୍ତି ତାହା କୁହନ୍ତୁ। ହାତରେ ଶରୀରର ସମ୍ବେଦନଶୀଳ ଅଙ୍ଗ ସ୍ପର୍ଶ କରି ତାଙ୍କ ଇଚ୍ଛା ଜାଗ୍ରତ କରନ୍ତୁ।

ମହିଳାମାନେ ସେକ୍ସ କରିବା ବେଳେ ନୂଆ ନୂଆ ପୋଜିସନ ପସନ୍ଦ କରନ୍ତି। ଏଣୁ ସାଥୀଙ୍କୁ ସନ୍ତୁଷ୍ଟ କରିବାକୁ ଏହି ଟ୍ରିକ ମଧ୍ୟ ଆପଣାଇ ପାରିବେ।

ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ଘରର ମାହୋଲକୁ ମଧ୍ୟ ରୋମାଣ୍ଟିକ କରନ୍ତୁ। ଅଳ୍ପ ଆଲୁଅ ଜାଳି କିଛି ପରଫ୍ୟୁମ ସ୍ପ୍ରେ କରି ଆପଣ ରୋମାଣ୍ଟିକ ବାତାବରଣ ସୃଷ୍ଟି କରିପାରିବେ।

ସମ୍ଭୋଗ ବେଳେ ତକିଆ ବ୍ୟବହାର କରିବା ମଧ୍ୟ ବେଶ ଲାଭକାରୀ ହୋଇଥାଏ। ଏହାଦ୍ୱାରା ମହିଳାମାନେ ଅଧିକ ସନ୍ତୁଷ୍ଟ ହୋଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.