ତ୍ୱଚାରେ ଚମକ ଆଣେ ଶାରୀରିକ ସମ୍ପର୍କ, ଦୂର କରେ ଦାଗ ଓ କଳାପଣ

ସମ୍ପର୍କକୁ ମଜଭୁତ କରିବାରେ ଶାରୀରିକ ସମ୍ବନ୍ଧର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସ୍ୱାମୀ-ସ୍ତ୍ରୀର ସମ୍ପର୍କକୁ ଯୌନ ସମ୍ପର୍କ ଅଧିକ ଦୃଢ଼ କରିଥାଏ। ଏଥିସହ ପରିବାରକୁ ବଢ଼ିବାରେ ମଧ୍ୟ ସାହାଯ୍ୟ କରେ। ମାତ୍ର ନିକଟରେ ହୋଇଥିବା କେତେକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଶରୀରର ମଧ୍ୟ ଲାଭ ହୋଇଥାଏ। ଉଭୟ ସେକ୍ସ ଓ ହସ୍ତ ମୈଥୁନ ଦ୍ୱାରା ତ୍ୱଚାରେ ଚମକ ଆସେ।

10 Glowing Skin Secrets You'll Wish You Knew Sooner | Reader's Digest

ତ୍ୱଚାର ଇନଫ୍ଲେମେସନ ସମସ୍ୟାକୁ ଦୂର କରିବାରେ ସହବାସ ସାହାଯ୍ୟ କରେ। ଏହାଦ୍ବାରା ମୁହଁରେ ଦାଗ ଓ ବ୍ରଣ ଆଦି ଦେଖାଯାଏ।

ଚିନ୍ତା ଯୋଗୁ ମୁହଁର ଚର୍ମ ଲୋଚାକୋଚା ହୋଇଯାଏ। ସେକ୍ସ ଓ ମାଷ୍ଟରବେସନ କରିବା ଦ୍ୱାରା ଚିନ୍ତା ଦୂର ହୁଏ, ଫଳରେ ଚେହେରାର ଲୋଚାପଣ ମଧ୍ୟ ଦୂର ହୁଏ ଓ ଦାଗମୁକ୍ତ ତ୍ୱଚା ମିଳେ।

Female Orgasm: Benefits And Tricks - Sound Health and Lasting Wealth

ସେକ୍ସ କରିବା ବ୍ୟାୟାମ ସହ ସମାନ। ଏହା ଦ୍ୱାରା ରକ୍ତ ସଞ୍ଚାଳନ ତ୍ୱରାନ୍ୱିତ ହୋଇଥାଏ ଫଳରେ ତ୍ୱଚାରେ ଚମକ ଆସେ।

ସେକ୍ସ ଓ ମାଷ୍ଟରବେସନ ଦ୍ୱାରା ଅର୍ଗାନଜମ ଯୋଗୁ ଇଷ୍ଟ୍ରୋଜେନର ଲେବଲ ବଢେ। ଏହା ଫଳରେ କଲିଜନ ବଢ଼େ ଓ ସ୍କିନ ସୁସ୍ଥ ରହେ।

16 Men Try Their Best To Describe What The Female Orgasm Must Feel ...

ଶାରୀରିକ ସମ୍ପର୍କ ରଖିବା ପରେ ଭଲ ନିଦ ହୁଏ। ଏହା ଦ୍ୱାରା ଆଖିତଳ କଳା ପଡ଼େ ନାହିଁ ଓ ଚେହେରା ସୁନ୍ଦର ଦିଶେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.