୨୦୫୦ ମସିହା ସୁଦ୍ଧା ବିଶ୍ୱରେ ଚିହ୍ନଟ ହେବେ ୩ କୋଟି ୫୦ ଲକ୍ଷ ନୂଆ କ୍ୟାନ୍ସର ରୋଗୀ !

୨୦୫୦ ମସିହା ସୁଦ୍ଧା ବିଶ୍ୱରେ ୩ କୋଟି ୫୦ ଲକ୍ଷ ନୂଆ କ୍ୟାନ୍ସର ରୋଗୀ ଚିହ୍ନଟ ହେବେ। ୨୦୨୨ ମସିହା ତୁଳନାରେ ଏହା ୭୭ ପ୍ରତିଶତ ଅଧିକ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି।

୨୦୫୦ ମସିହା ସୁଦ୍ଧା ବିଶ୍ୱରେ ୩ କୋଟି ୫୦ ଲକ୍ଷ ନୂଆ କ୍ୟାନ୍ସର ରୋଗୀ ଚିହ୍ନଟ ହେବେ। ୨୦୨୨ ମସିହା ତୁଳନାରେ ଏହା ୭୭ ପ୍ରତିଶତ ଅଧିକ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି। ତମାଖୁ, ମଦ୍ୟପାନ, ମେଦବହୁଳତା ଓ ବାୟୁ ପ୍ରଦୂଷଣ ଯୋଗୁଁ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆକଳନ କରାଯାଇଛି। ପ୍ରତି ୫ ଜଣଙ୍କ ମଧ୍ୟରେ ଜଣଙ୍କ ଠାରେ କ୍ୟାନ୍ସର ଚିହ୍ନଟ ହେଉଥିବା ବେଳେ ୯ ଜଣ ପୁରୁଷଙ୍କ ମଧ୍ୟରୁ ଜଣେ ଓ ୧୨ ଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କର କ୍ୟାନ୍ସରରେ ମୃତ୍ୟୁ ହେଉଛି। ୧୮୫ଟି ଦେଶର ୩୬ ପ୍ରକାରର କ୍ୟାନ୍ସରକୁ ନେଇ ଏହି ଅନୁଧ୍ଯାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.