Below header

ଏଠାରେ ଲୋକମାନେ ଟିକେଟ ନେଇ ଦେଖୁଛନ୍ତି ଶବଙ୍କର ସମ୍ବନ୍ଧ

ଦୁନିଆରେ ବହୁତ ଅଜବ ଘଟଣା ଘଟିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ସାଧାରଣତଃ ଏମିତି କୁହାଯାଏ ଯେ ଜିବୀତ ଲୋକମାନେ ହିଁ ଶାରୀରିକ ସମ୍ବଦ୍ଧ ରଖିଥାନ୍ତି, କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ କେବଳ ଜିବୀତ ନୁହଁନ୍ତି ମ୍ରୁତ ଲୋକ ମାନେ ମଧ୍ୟ ସମ୍ବନ୍ଧ ରଖୁଛନ୍ତି। କାଲିଫର୍ଣ୍ଣିଆରେ ଏକ ଏମିତି ସ୍ଥାନ ଅଛି ଯେଉଁଠି ମୁର୍ଦ୍ଦାର ମାନେ ଶାରୀରିକ ସମ୍ପର୍କ ରଖୁଛନ୍ତି। ଏହି ଆଶ୍ଚର‌୍ୟ୍ୟକର ଘଟଣାକୁ ଦେଖିବା ପାଇଁ ଲୋକମାନଙ୍କୁ ଟିକେଟ କିଣିବାକୁ ପଡିଥାଏ।

ମ୍ରୁତ ଲୋକ ମଧ୍ୟ ରଖୁଛନ୍ତି ଶାରୀରିକ ସମ୍ପର୍କ

deadbodyସୂଚନା ଅନୁଯାୟୀ ସେଠାରେ ଏକ ପ୍ରଦର୍ଶନୀ ଲଗାଯାଇଥିଲା, ଯେଉଁଥିରେ ମୁର୍ଦ୍ଦାରମାନେ ସମ୍ବଦ୍ଧ ରଖିଥିବାର ଦେଖା ଯାଇଥିଲା। ଏହି ସ୍ବତନ୍ତ୍ର ପଦର୍ଶନୀକୁ ଦେଖିବା ପାଇଁ ଲୋକମାନେ ବହୁତ ଦୂର ଦୂରାନ୍ତରୁ ଆସୁଥିଲେ। କାରଣ ଲୋକମାନଙ୍କୁ କିଛି ନୂଆ ଦେଖିବାକୁ ମିଳିଥିଲା। କିନ୍ତୁ କିଛି ଲୋକ ଏହାର ବିରୋଧ ମଧ୍ୟ କରୁଥିଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏକ ବିବାଦୀୟ ବୈଜ୍ଞାନିକ ଏବଂ ତାଙ୍କ ପତ୍ନୀ ଏହି ଆଶ୍ଚର୍ଯ୍ୟକର ପଦର୍ଶନୀକୂ ଆୟୋଜନ କରିଥିଲେ ଏବଂ ଏହାର ନାମ ‘ବଡି ୱାଲଡ୍ସ’ ରଖିଥିଲେ।

ଟିକେଟ ନେଇ ଦେଖୁଛନ୍ତି ଲୋକ

ଏହି ପ୍ରଦର୍ଶନୀରେ କେବଳ ୧୮ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ ଯିବାକୁ ଅନୁମତି ଥିଲା। ଏହାର ଫିସ ମଧ୍ୟ ବହୁତ ଦାମୀ ଥିଲା। ଲୋକମାନଙ୍କୁ ଏହାପାଇଁ ୨୦ ଡଲାର ଟଙ୍କା ଦେବାକୁ ପଡିଥାଏ। ଏହାପରେ ମଧ୍ୟ ପଦର୍ଶନୀରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଏଠାରେ ବିନା କପଡାରେ ଶବ ମାନଙ୍କର ଗୁପ୍ତାଙ୍ଗ ଏବଂ ସେମାନେ ସମ୍ବନ୍ଧ ରଖୁଥିବାର ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.