ବିନା ପ୍ଳେଟରେ ଏମତି ଖାଦ୍ୟ ପରଶନ୍ତି ଏହି ହୋଟେଲ, ଦେଖିଲେ ଆପଣଙ୍କ ହୋସ ଉଡିଯିବ

ସାଧାରଣ ହେଟେଲ ହେଉ କିମ୍ବା ପଞ୍ଚତାରକା ହୋଟେଲ ହେଉ ସବୁଠାରେ ସୁସ୍ବାଦୁ ଖାଦ୍ୟ ଖାଇବା ପାଇଁ ସୁସଜ୍ଜିତ ଟେବୁଲ ଓ ସଫା ହୋଇଥିବା ଗିନାକୁ ରଖାଯାଇଥାଏ। କାରଣ ଖାଇବା ପାତ୍ର ଓ ଟେବୁଲ ଯେତେ ସଫା ସୁତରା ରହିବ ସେତେ ଗ୍ରାହକଙ୍କ ଖାଇବା ଆଗ୍ରହଟା ବଢିଥାଏ। କିନ୍ତୁ ଥରେ ଭାବିଲେ ଯଦି ହୋଟେଲ ମାଲିକ ଗ୍ରାହକଙ୍କୁ ପ୍ଲେଟ ପରିବର୍ତ୍ତେ ବିଭିନ୍ନ ଆଜେବାଜେ ବସ୍ତୁରେ ଖାଇବା ପରେଶ ତେବେ ଆପଣ ତାକି କେମିତି ଖାଇବେ?। ଆଜ୍ଞା ହଁ ଦୂନିଆରେ ଏମିତି ବି କିଛି ହୋଟେଲ ଅଛି ଯେଉଁଠି ଗ୍ରାହକଙ୍କୁ ଖାଦ୍ୟ ଖାଇବା ପାଇଁ ପ୍ଲେଟ ବଦଳରେ ବିଭିନ୍ନ ଘୃଣାଯୋଗ୍ୟ ବସ୍ତୁରେ ଖାଦ୍ୟ ପରାଶାଯାଏ । ଦେଖନ୍ତୁ ତାର କିଛି ଫଟୋ ।