Below header

ଅକ୍ଷୟ ତୃତୀୟା ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାର୍ଯ୍ୟ, ଜାଣନ୍ତୁ କଣ?

ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ଏବଂ ବ୍ରାହ୍ମଣ ଜାତିର କୁଳ ଗୁରୁ ପର୍ଶୁରାମଙ୍କ ଜୟନ୍ତୀ ବୈଶାଖ ଶୁକ୍ଳ ଅକ୍ଷୟ ତୃତୀୟା ଦିନ ପାଳନ କରାଯାଇଥାଏ। ଭଗବାନ ପର୍ଶୁରାମ ୮ଟି ଚିରଞ୍ଜିବୀଙ୍କ ମଧ୍ୟରେ ଜଣେ। ଏହାବ୍ୟତୀତ ସତ୍ୟଯୁଗ ଏବଂ ତ୍ରେତୟା ଯୁଗ ଏହି ଶୁଭ ଅବସରରେ ଆରମ୍ଭ ହେବାର ମଧ୍ୟ ମାନ୍ୟତା ରହିଛି। ଏହିଦିନ ଭଗବାନ ବିଷ୍ଣୁଙ୍କ ସହ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ୱାରା ଜୀବନରେ ସମସ୍ତ ପ୍ରକାର ମନସ୍କାମନା ପୂରଣ ହୋଇଥାଏ।

akhya

ଜାଣନ୍ତୁ ଏହି ଦିନ କେଉଁ କାର୍ଯ୍ୟ କରିବା ଅନୁଚିତ

ଶୁଭ ତିଥୀମାନଙ୍କ ମଧ୍ୟରୁ ଅକ୍ଷୟ ତୃତୀୟା ପ୍ରମୁଖ। ଏଥିସହ ଏହିଦିନ ଦାନ ପୁଣ୍ୟର ମଧ୍ୟ ଅନେକ ମହତ୍ୱ ରହିଛି। କିନ୍ତୁ ଏହିସବୁ ମଧ୍ୟରେ ଆପଣ ଏପରି କିଛି କାର୍ଯ୍ୟରୁ ଦୁରେଇ ରହିବା ଉଚିତ।

-ବାଦ ବିବାଦରୁ ନିଜକୁ ଦୂରେଇ ରଖନ୍ତୁ।

-ଘରେ କୌଣସି ପ୍ରକାର ଅପରିଷ୍କାର କରିବା ଠାରୁ ଦୂରେଇ ରୁହନ୍ତୁ।

-ଏହିଦିନ ଭୁଲରେ ମଧ୍ୟ ଆମିଷ ଏବଂ ମଦ୍ୟପାନ କରନ୍ତୁ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.