କ’ଣ CBIକୁ ସୂଚନା ଦେଉଥିବା ଲୋକଙ୍କୁ ଟଙ୍କା ମିଳିଥାଏ? ଜାଣନ୍ତୁ କ’ଣ କହୁଛି ରିପୋର୍ଟ

ଭାରତରେ ଅନେକ ଅନୁସନ୍ଧାନକାରୀ ଏଜେନ୍ସି ଅଛନ୍ତି । ଯେଉଁଥିରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଅର୍ଥାତ ସିବିଆଇ(CBI)କୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ତେବେ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେଉଁମାନେ ସିବିଆଇ(CBI)କୁ ସୂଚନା ଦେଉଛନ୍ତି ସେମାନଙ୍କୁ ସିବିଆଇ ପୁରସ୍କାର ପ୍ରଦାନ କରେ କି? ସିବିଆଇ(CBI) ଭାରତରେ ଅନେକ ବଡ ବଡ କେସ୍ ମଧ୍ୟ ସଲ୍ଭ କରିଛି ।

ସିବିଆଇର ଦୋଷୀ ସାବ୍ୟସ୍ତ ହାର ୭୦ ପ୍ରତିଶତ ପାଖାପାଖି । ଯାହାକି ଏହାକୁ ବିଶ୍ୱର ଶୀର୍ଷ ଏଜେନ୍ସିମାନଙ୍କ ମଧ୍ୟରେ ସ୍ଥାନିତ କରିଛି । ୧୯୬୩ ମସିହାରେ ସିବିଆଇ ଗଠନ କରାଯାଇଥିଲା । ଅନେକ ସମୟରେ ସିବିଆଇ ବିଷୟରେ ଲୋକଙ୍କ ମନକୁ ଆସୁଥିବା ପ୍ରଶ୍ନ ହେଉଛି ଯେଉଁମାନେ ସିବିଆଇକୁ ସୂଚନା ଦିଅନ୍ତି ସେମାନଙ୍କୁ ନଗଦ ପୁରସ୍କାର ଦିଆଯାଏ କି ନାହିଁ ।

ସିବିଆଇ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏଜେନ୍ସିରେ ସେପରି କୌଣସି ବ୍ୟବସ୍ଥା ନାହିଁ । ତେଣୁ ଏହା କୁହାଯାଇପାରେ ଯେ କୌଣସି ଅପରାଧ ବିଷୟରେ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ସିବିଆଇ କୌଣସି ନଗଦ ପୁରସ୍କାର ପ୍ରଦାନ କରେ ନାହିଁ । କିନ୍ତୁ ଯଦି କୌଣସି ବ୍ୟକ୍ତି କୌଣସି ଅପରାଧୀଙ୍କ ବିଷୟରେ ସୂଚନା ଦେଇଛନ୍ତି, ଯାହା ଉପରେ ସିବିଆଇ ପୁରସ୍କାର ଘୋଷଣା କରିଥାଏ ।

ତେଣୁ ଏପରି କ୍ଷେତ୍ରରେ ପୁରସ୍କାର ଦିଆଯାଏ । କିନ୍ତୁ ଯଦି କୌଣସି ବ୍ୟକ୍ତି କୌଣସି ଅପରାଧୀଙ୍କ ବିଷୟରେ ସୂଚନା ଦେଇଛନ୍ତି, ଯାହା ଉପରେ ସିବିଆଇ ପୁରସ୍କାର ଘୋଷଣା କରିଥାଏ । ତେବେ ଏପରି କ୍ଷେତ୍ରରେ ପୁରସ୍କାର ଦିଆଯାଏ । ଏହି କ୍ଷେତ୍ରରେ, ସୂଚନାଦାତାଙ୍କ ସୂଚନା ସଂପୂର୍ଣ୍ଣ ଗୋପନୀୟ ମଧ୍ୟ ରଖାଯାଏ । ସିବିଆଇ ଦ୍ୱାରା ସୂଚନାଦାତାଙ୍କ ବିଷୟରେ କୌଣସି ସ୍ଥାନରେ ଉଲ୍ଲେଖ ମଧ୍ୟ କରାଯାଏନାହିଁ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.