Google Meet ସର୍ଭର ହେଲା ଡାଉନ, ପରେ ମଜ୍ଜାଳିଆ ଢ଼ଙ୍ଗରେ କିଛି ଏମିତି ପୋଷ୍ଟ ହେଲା ଭାଇରାଲ

ଶନିବାର ସକାଳୁ ଗୁଗଲ ମିଟ ଆପର ସର୍ଭର ଡାଉନ ରହିଛି । ଏହା କାରଣରୁ ଛାତ୍ରଛାତ୍ରୀମାନେ ଅନଲାଇନ କ୍ଲାସ କରିବାରେ ସମସ୍ୟା ଉତ୍ପନ୍ନ ହେଉଛି । ଏହାକୁ ନେଇ ଅନେକ ଅଫିସ ମିଟିଂରେ ମଧ୍ୟ ଅସୁବିଧା ହେଉଛି । କାମ କରିବାରେ ଅନେକ ସମସ୍ୟା ହେଉଛି । ଏଭଳି ମିଟିଂ କରିବା ଅସମ୍ଭବ । ଏହି ସମୟରେ ସୋସିଆଲ ମିଡିଆରେ ଅନେକ Memes ସେୟାର କରାଯାଉଛି ।

ସର୍ଭର ସ୍ଲୋ ହେବା ପରେ କିଛି ଜଣ ଗୁଗଲକୁ ଧନ୍ୟବାଦ ଦେଉଛନ୍ତି । ରବିବାର ସାଧାରଣତଃ ସମସ୍ତଙ୍କର ଅଫ ଡେ ଥାଏ । କିନ୍ତୁ ସର୍ଭର ସ୍ଲୋ ହେବା କାରଣରୁ ଶନିବାର କାମ ବନ୍ଦ ହୋଇଥିଲା । ଏହାସହ ପିଲାମାନେ ମଧ୍ୟ ପାଠ ପଢ଼ିନଥିଲେ । ଏହାକୁ ନେଇ ଅନେକ ମଜ୍ଜାଳିଆ ଢ଼ଙ୍ଗରେ ପୋଷ୍ଟ ସେୟାର କରାଯାଉଛି । ଦେଖନ୍ତୁ ଏହି ପୋଷ୍ଟ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.