Below header

ଏଠାରେ ପୁଅ ବାହା ପୂର୍ବରୁ ମାତାପିତାଙ୍କ ସହ କରାଯାଇଥାଏ ଏପରି ଘୃଣ୍ୟ କାମ, ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିବେନି

ଦୁନିଆରେ ଅନେକ ଧର୍ମର ଲୋକ ବାସ କରନ୍ତି ଏବଂ ପ୍ରତ୍ୟେକ ଧର୍ମର ନିଜର ଭିନ୍ନ ପ୍ରଥା ରହିଛି । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ବିବାହର ରୀତିନୀତି ବିଷୟରେ କହିବୁ ଯାହା ଶୁଣିବା ପରେ ହୁଏତ ଆପଣ ମଧ୍ୟ ବିବାହକୁ ନେଇ ନିଜର ମତ ପରିବର୍ତ୍ତନ କରିଦେବେ।

ଆଜ୍ଞା ହଁ, ଚୀନ୍‌ର ହେନାନ ପ୍ରଦେଶରେ ଏକ ଏପରି ପ୍ରଥା ରହିଛି ଯାହା ଅନୁଯାୟୀ ବରର ପିତାମାତାଙ୍କୁ ଦଉଡିରେ ବାନ୍ଧି ପ୍ୟାରେଡ କରାଯାଇଥାଏ । ଏହି ସମୟରେ କନ୍ୟାର ସମ୍ପର୍କୀୟ ଏବଂ ବନ୍ଧୁମାନେ ପୁଅର ପିତାମାତାଙ୍କୁ ଥଟ୍ଟା କରନ୍ତି ଏବଂ ପୁଅର ପିତାମାତା ଏହାକୁ ଉପଭୋଗ କରନ୍ତି।

ପରେଡ ସମୟରେ ବରକୁ ଏକ ମହଙ୍ଗା କାରରେ ବସାଇ ଦିଆଯାଇଥାଏ ଏବଂ ସାମ୍ନାରେ ତାର ପିତାମାତାଙ୍କୁ ଏକ ଦଉଡିରେ ବାନ୍ଧି ଦିଆଯାଇଥାଏ । ଯାହାର ଡୋରି କାରଭିତରେ ବସିଥିବା ତାଙ୍କ ପୁଅ ହାତରେ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.