୧୬୬୨ : ଦ୍ବିତୀୟ କିଙ୍ଗ୍ ଚାର୍ଲ୍ସ ଲଣ୍ଡନରେ ରୟାଲ୍ ସୋସାଇଟିକୁ ଅଧିନିୟମ କରିଥିଲେ
୧୭୯୫ : ମାର୍ସେଲିଆଙ୍କୁ ଫ୍ରାନ୍ସର ରାଷ୍ଟ୍ରୀୟ ଗୀତ ଘୋଷଣା କରାଯାଇଥିଲା
୧୮୬୪ : ଆମେରିକାରେ କଏଦୀ ମାନଙ୍କୁ ନେଇ ଯାଉଥିବା ଏକ ଯାତ୍ରୀ ଟ୍ରେନ୍ ମାଲବାହୀ ଟ୍ରେନ୍ ସହ ଧକ୍କା ହେବା ଫଳରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିଲା
୧୯୦୪ : ଆମେରିକାର ଲସ୍ ଆଞ୍ଜେଲସରେ ବନିଥିଲା ପ୍ରଥମ ବୌଦ୍ଧ ମନ୍ଦିର
୧୯୨୩ : ଇଟାଲୀର ସଂସଦ ନୂଆ ସମ୍ବିଧାନ ସ୍ବୀକାର କରିଥିଲେ
୧୯୨୭ : ଅଷ୍ଟ୍ରିଆଇ ପୋଲିସର ଗୁଳିରେ ୮୯ ପ୍ରଦର୍ଶନକାରୀ ଜୀବନ ହାରିଥିଲେ
୧୯୩୭ : ଜଣାଶୁଣା ପତ୍ରକାର ପ୍ରଭାଷ ଜୋଶୀଙ୍କର ଜନ୍ମ ହୋଇଥିଲା
୧୯୬୧ : ପୁରୁଷ ଏବଂ ମହିଳାଙ୍କ ପାଇଁ ସମାନ ଅଧିକାର କରିଥିଲା ସ୍ପେନ୍
୧୯୬୨ : ଆଲ୍ଜିରିୟା ଅରବ୍ ଲିଗର ଅଂଶ ବନିଥିଲା
୧୯୭୦ : ଇଟାଲୀକୁ ୨-୦ରେ ହରାଇ ପ୍ରଥମ ମହିଳା ଫୁଟବଲ୍ ବିଶ୍ବକପ୍ ଜିତିଥିଲା ଡେନମାର୍କ
୧୯୭୯ : ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଶ୍ରୀ ମୋରାଜୀ ଦେଶାଇ
୧୯୯୧ : ଉତ୍ତର ଇରାକ୍ ଛାଡିଥିଲେ ଆମେରିକାର ସୈନିକ
୨୦୧୨ : ନେପାଳର ପାରସୀରେ ଏକ ବସ୍ ଦୁର୍ଘଟଣାରେ ୩୯ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା
୨୦୧୪ : ମସ୍କୋରେ ଏକ ଟ୍ରେନ୍ ଲାଇନଚ୍ଯୁତ ହେବାରୁ ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୧୦୦ରୁ ଅଧିକ ଆହତ ହୋଇଥିଲେ