ରାତିରେ ଏହିଭଳି ସ୍ୱପ୍ନ ଦେଖୁଛନ୍ତି କି ? ତାହେଲେ ଜାଣିନିଅନ୍ତୁ ଏହା କଣ ଦେଉଛି ସଙ୍କେତ

ଏଇ ଦୁନିଆରେ ଏପରି କୋୖଣସି ଲୋକ ନାହାନ୍ତି ଯିଏ ରାତିରେ ସ୍ୱପ୍ନ ଦେଖନ୍ତି ନାହିଁଛି । ସ୍ୱପ୍ନ ଦେଖିବା ଏକ ପ୍ରାକୃତିକ ପ୍ରକ୍ରିୟା ଅଟେଛି । ସାଧାରଣତଃ ଆମେ ରାତିରେ ସେହି ସ୍ୱପ୍ନ ଦେଖିଥାଉ ଯାହା ବିଷୟରେ ଆମେ ଦିନରେ ଭାବିଥାଉ କିନ୍ତୁ ବେଳେବେଳେ ଆମେ ଏପରି ଅଜବ ସ୍ୱପ୍ନ ଦେଖୁ ଯାହା ବିଷୟରେ ନା ଆମେ ପୂର୍ବରୁ କେବେ ଭାବିଥାଉ ନା ତା ସହିତ ଆମର କିଛି ବି କନେକ୍ସନ ଥାଏ । ଏପରି ସ୍ଥଳେ ଆପଣ ନିଶ୍ଚୟ ଭବିଥିବେ ଯେ ଏପରି ଅଜୀବ ସ୍ୱପ୍ନ ମୋତେ କାହିଁକି ଆସିଲା ?

ସ୍ୱପ୍ନ ବିଜ୍ଞାନ ଅନୁଯାୟୀ ଆମେ ଦେଖୁଥିବା ପ୍ରତିଟି ସ୍ୱପ୍ନର କେଉଁଠି ନା କେଉଁଠି ଆମ ସହିତ କିଛି କନେକ୍ସନ ରହିଥାଏ । ଖାସ କରି ସେତେବେଳେ ଯେତେବେଳେ ଆମେ ସ୍ୱପ୍ନରେ କିଛି ଅଜୀବ ବା ଆଶ୍ଚର୍ଯ୍ୟ ଘଟଣା ଦେଖିଥାଉ । ଏହି କଥାକୁ ଦୃଷ୍ଟିରେ ରଖି ଆଜି ଆମେ ଆପଣଙ୍କୁ ସ୍ୱପ୍ନରେ ଦେଖୁଥିବା କିଛି ଜିନିଷ ଏବଂ ତାର ଅର୍ଥ ବିଷୟରେ କହିବୁ ।

ସ୍ୱପ୍ନରେ ଜଳୁଥିବା ଜୁଇ ଦେଖିବା

Related image

ସାଧାରଣତଃ ଏପରି ଅନେକ ଉଦାହରଣ ରହିଛି ଯେଉଁଠି କିଛି ଲୋକ ନିଜ ସ୍ୱପ୍ନରେ ଜୁଇ ଜଳୁଥିବାର ଦେଖିବାକୁ ପାଇଛନ୍ତି । ଯଦି ଆପଣ ମଧ୍ୟ ସ୍ୱପ୍ନରେ ଜଳୁଥିବା ଚିତା ଦେଖୁଛନ୍ତି ତାହେଲେ ଏହାର ଦୁଇଟି ଅର୍ଥ ରହିଛି । ପ୍ରଥମତଃ ଏହା ଆପଣଙ୍କ ମୃତ୍ୟୁର ସଂକେତ ଦେଉଥାଇପାରେ ଅଥବା ଆପଣଙ୍କର କେହି ନିଜ ଲୋକ ମୃତ୍ୟୁର ଶିକାର ହେବାକୁ ଯାଉଛନ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ଯେ ସ୍ୱପ୍ନରେ ଜଳୁଥିବା ଯୁଇର ଅର୍ଥ ହେଉଛି କାହାର ମୃତ୍ୟୁ ଘଟିବା । ସ୍ୱପ୍ନରେ ଜଳୁଥିବା ଜୁଇ ବ୍ୟତୀତ ଆହୁରି ମଧ୍ୟ ଅନେକ କିଛି ରହିଛି ଯାହା ଆମକୁ ମୃତ୍ୟୁର ସଙ୍କେତ ଦେଇଥାଏ । ତାହେଲେ ଜାଣନ୍ତୁ କଣ ସେହି ସ୍ୱପ୍ନ ଯାହା ଆମକୁ ମୃତ୍ୟୁର ସଂକେତ ଦେଇଥାଏ ।

ସ୍ୱପ୍ନରେ ଯମରାଜାଙ୍କୁ ଦେଖିବା

Image result for yamaraj in dreams

ଯେପରିକି ସମସ୍ତେ ଜାଣିଛନ୍ତି ଯେ ଯମରାଜାଙ୍କୁ ମୃତ୍ୟୁର ଦେବତା କୁହାଯାଇଥାଏ ଓ ମଣିଷର ମୃତ୍ୟୁ ହୋଇଗଲା ପରେ ତାର ଆତ୍ମାକୁ ଧରିତ୍ରୀରୁ ସ୍ୱର୍ଗ କିମ୍ବା ନର୍କକୁ ନେବାପାଇଁ ଯମରାଜା ହିଁ ଆସିଥାନ୍ତି । ଏପରି ସ୍ଥଳେ ଯଦି ଆପଣଙ୍କ ସ୍ୱପ୍ନରେ ଯମରାଜା ଆସୁଛନ୍ତି ତାହେଲେ ଜାଣିନିଅନ୍ତୁ ଯେ ଏହି ଦୁନିଆରେ ଆପଣଙ୍କର ସମୟ ଶେଷ ହୋଇଯାଇଛି । ଆପଣ ଆପଣଙ୍କର ସବୁକାମ ଛାଡି ଭଗବାନଙ୍କ ଆରାଧନାରେ ଲାଗିଯାଆନ୍ତୁ ।

ଏହାସହ ପଢନ୍ତୁ ଏହି ସୁନ୍ଦର ଦେଖାଯାଉଥିବା ବ୍ୟକ୍ତିଙ୍କ ବୟସ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ସ୍ୱପ୍ନରେ କଳା ମଇଁଷି ଦେଖିବା

Image result for dangerous black buffalo

ଯଦି ଆପଣ ସ୍ୱପ୍ନରେ ବଡ଼ ସିଙ୍ଗ ଥିବା କଳା ମଇଁଷି ଦେଖୁଛନ୍ତି ତାହେଲେ ଏହାର ଅର୍ଥ ହେଉଛି ଆପଣ କିମ୍ବା ଆପଣଙ୍କର କୌଣସି ସମ୍ପର୍କୀୟ ଏହି ଦୁନିଆରୁ ବିଦାୟ ନେବାକୁ ଯାଉଛନ୍ତି । କାରଣ କଳା ମଇଁଷି ଯମରାଜାଙ୍କର ବାହନ ହୋଇଥାଏ । ଏହାକୁ ସ୍ୱପ୍ନରେ ଦେଖିବା ମୃତ୍ୟୁର ସଂକେତ ଦେଇଥାଏ ।

କଳା କାଉ ଦେଖିବା

Related image

ସ୍ୱପ୍ନରେ କଳା କାଉ ଦେଖିବାକୁ ବହୁତ ଅଶୁଭ ବୋଲି କୁହାଯାଇଥାଏ । ଏହାର ଅର୍ଥ ହେଉଛି ଆପଣଙ୍କ ସହ କିଛି ନା କିଛି ବଡ଼ ଦୁର୍ଘଟଣା ଘଟିବାକୁ ଯାଉଛି । ଯଦିଓ କଳା କାଉ ସ୍ୱପ୍ନରେ ଦେଖିବା ସବୁବେଳେ ମୃତ୍ୟୁର ସଂକେତ ଦେଇନଥାଏ । ଅନେକ ସମୟରେ ଏହା ଭବିଷ୍ୟତରେ ଆପଣଙ୍କ ଉପରକୁ ଆସୁଥିବା ବଡ଼ ବିପଦର ଚେତାବନୀ ମଧ୍ୟ ଦେଇଥାଏ । ଏପରି ଅବସ୍ଥାରେ ଆପଣଙ୍କୁ ଶନିଦେବତାଙ୍କୁ ପ୍ରସନ୍ନ କରିବା ଆବଶ୍ୟକ । ତାଙ୍କର ଆରାଧନା ଦ୍ୱାରା ଆପଣଙ୍କ ଉପରକୁ ଆସୁଥିବା ବିପଦ ଟଳି ଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.