ବିଷ୍ଣୁ ପୁରାଣ ଅନୁସାରେ ଭୁଲରେ ବି ବିକ୍ରି କରନ୍ତୁନି ଏହି ୫ଟି ଜିନିଷ, ହୋଇଥାଏ ମହାପାପ !

ଭଗବାନ ବିଷ୍ଣୁଙ୍କର ସମସ୍ତ ଅବତାର ସହ ସମ୍ବନ୍ଧିତ ଏକ ପୌରାଣିକ ଗ୍ରନ୍ଥ ହେଉଛି ବିଷ୍ଣୁ ପୁରାଣ, ଯେଉଁଥିରେ ଲେଖାଯାଇଥିବା କଥାଗୁଡ଼ିକ କଳିଯୁଗ ସମୟରେ ବହୁତ ଫଳପ୍ରଦ ହେଉଛି। ତେବେ ଏଥିରେ ବର୍ଣ୍ଣିତ କିଛି କଥାକୁ ଆମେ ପାଳନ କଲେ ଆମ ଜୀବନର ସମସ୍ତ ବିପତ୍ତି ଟଳିଯାଇଥାଏ। ଆଜି ଆମେ ଆପଣଙ୍କୁ କହିବୁ, କେଉଁ କେଉଁ ଜିନିଷକୁ ଆମେ ଭୁଲ ଉପାୟରେ ବିକିବା ଉଚିତ ନୁହେଁ।

ftd

୧. କୌଣସି ଗରିବ, ଅସହାୟ ଲୋକଙ୍କୁ ଧୋକାରେ ପକାଇ ଭୁଲ ଉପାୟରେ ଔଷଧ ବିକ୍ରି କରିବା ପାପ ସହିତ ସମାନ ହୋଇଥାଏ।

୨. କୌଣସି ନିରୀହ ପ୍ରାଣୀକୁ ମାରି ତା’ ମାଂସକୁ ବିକ୍ରି କରିବା ବହୁତ ବଡ଼ ପାପ ହୋଇଥାଏ।

fr

୩. ହିନ୍ଦୁ ଧର୍ମରେ ଗୋମାତାକୁ ସବୁବେଳେ ଉଚ୍ଚରେ ରଖାଯାଇଛି। କିଛି ଲୋକ ନିଜ ସ୍ୱାର୍ଥ ପାଇଁ ଗାଈର କ୍ଷୀରକୁ ବିକି ଏହାର ବ୍ୟାପାର କରିଥାନ୍ତି। ପୁରାଣ ଅନୁସାରେ, ଏହା ମହାପାପ ଶ୍ରେଣୀରେ ଆସିଥାଏ।

୪. ସେହିପରି ଗାଈର କ୍ଷୀରରୁ ପ୍ରସ୍ତୁତ ଘିଅ ସବୁବେଳେ ଘରର ହେବା ଉଚିତ। ଏହାକୁ କିଣିବା କିମ୍ବା ବିକ୍ରି କରିବା ମହାପାପ ହୋଇଥାଏ।

sr

୫. ପୂଜା କାର୍ଯ୍ୟ ଆଦିରେ ବ୍ୟବହୃତ ଧଳା ବସ୍ତ୍ର ବିକ୍ରି କରାଯାଇପାରିବ। କିନ୍ତୁ ଲାଲ ବସ୍ତ୍ରକୁ ବିକ୍ରି କରିବା ବହୁତ ଅଶୁଭ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.