ମେସିନ ବନାଉଛି ଟେଷ୍ଟୀ ଜିଲାପି, ବିଶ୍ୱାସ ନ ହେଉଥିଲେ ଦେଖନ୍ତୁ ଭିଡିଓ

ଜିଲାପି ଖାଇବାକୁ ସମସ୍ତଙ୍କୁ ପସନ୍ଦ। ଗରମ ଗରମ ଜିଲାପି ଖାଇବାକୁ ଭାରି ସୁଆଦିଆ। କଣ ଆପଣଙ୍କୁ ଜିଲାପି ପସନ୍ଦ,ତାହା ପୁଣି ଗରମା ଗରମ? ତାହେଲେ ଆଜି ଆମେ ଆପଣଙ୍କ ପାଇଁ ଏକ ଏପରି ଭିଡିଓ ନେଇ ଆସିଛୁ ଯାହାକୁ ଦେଖିଲେ ଆପଣଙ୍କ ପାଟିରେ ପାଣି ଆସିଯିବ।

ଦେଖନ୍ତୁ ଏ ଚିତ୍ର, କିପରି ପୁରା ବଢ଼ିଆ ଆକାରର ଫୁଲ ଭଳି ଜିଲାପି ବନାଉଛି ମେସିନ। ଏହି ମେସିନ ଏତେ ସୁନ୍ଦର ଭାବରେ ଜିଲାପି ପ୍ରସ୍ତୁତ କରୁଛି ଯାହାକୁ ଦେଖିଲେ ଏବେ ସଙ୍ଗେ ସଙ୍ଗେ ଜିଲାପି ଖାଇବାକୁ ଇଚ୍ଛା ହେବ।

ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଆପଣ ଦେଖିପାରୁଥିବେ ଯେ ବହୁତ ପରିସ୍କାର ଭାବରେ ଜଣେ ଦୋକାନୀ ମେସିନ ସାହାଯ୍ୟରେ ଜିଲାପି ପ୍ରସ୍ତୁତ କରୁଛନ୍ତି। ମାତ୍ର କିଛି ସେକେଣ୍ଡରେ ୪ଟା ଜିଲାପି ପ୍ରସ୍ତୁତ ହୋଇଯାଉଛି, ତାହେଲେ ଭାବନ୍ତୁ ଗୋଟେ ମିନିଟରେ କେତେ ଜିଲାପି ପ୍ରସ୍ତୁତ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.