ପୋଲ ଉପରେ ଯାଉଥିଲେ ଦୁଇ ବାଇକ୍ ଆରୋହୀ, ହଠାତ୍ ଧସି ପଡିଲା, ଆଉ ତାପରେ. . .

କଲମ୍ବିଆ : ସୋସିଆଲ ମିଡିଆରେ ରୋମ ଟାଙ୍କୁରା ହୋଇପଡୁଥିବା ଏହି ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓରେ ହଠାତ୍ ଆସିଥିବା ବନ୍ୟା କାରଣରୁ ପୋଲ ଧସି ଯାଇଥିଲା । ନଦୀରେ ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ପୋଲ ଭୁଶୁଡ଼ି ପଡ଼ିବା ବେଳେ ତା ଉପର ଦେଇ ବାଇକରେ ଯାଉଥିବା ଦୁଇ ସୈନିକ ମଧ୍ୟ ନଦୀ ଭିତରେ ପଡ଼ି ଭାସିଗଲେ।
ଯେତେବେଳ ସେମାନେ ନଦୀ ଉପରେ ଥିବା ପୋଲକୁ ଅତିକ୍ରମ କରିବାକୁ ଚେଷ୍ଟା କରିଛନ୍ତି ଠିକ୍‌ ସେତିକିବେଳେ ପୋଲଟି ଧସି ଯାଇଥିଲା। ଫଳରେ ଦୁଇ ବାଇକ୍ ଆରୋହୀ ପାଣିରେ ଭାସିଗଲେ। ପୋଲଟି ମାଟିରେ ଥିଲା । ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ଦୁହିଁଙ୍କର କୌଣସି ପତ୍ତା ମିଳି ନାହିଁ।

ଦେଖନ୍ତୁ ସେହି ଲୋମଟାଙ୍କୁରା ଭିଡିଓ

https://www.youtube.com/watch?time_continue=34&v=3vJcRoqP-K8

Leave A Reply

Your email address will not be published.