Below header

ଅକ୍ଷୟ ବାବୁଙ୍କ ମ୍ୟୁଜିୟମ : ପୁରୁଣା ସ୍ମୃତି ଆଜି ବି ଜୀବନ୍ତ !

ସମୟ ସହିତ ଅନେକ କିଛି ବଦଳିଛି, ହେଲେ ପୁରୁଣା ସ୍ମୃତି ଠିକ ଆଜିବି ସେମିତି ଜୀବନ୍ତ । ଖାସକରି ଏହି ସ୍ମୃତିକୁ ବାନ୍ଧି ରଖିଥିବା ପୁରୁଣା କାଳରେ ବ୍ୟବହୃତ ଜିନିଷପତ୍ର ଆଜି କାଁ ଭାଁ  ଦେଖିବାକୁ ମିଳେ । ଅନେକ ଜିନିଷ ଲୋପ ପାଇଛି ସିନା ହେଲେ ଲୋକଙ୍କ ମନରୁ ଲିଭି ନାହିଁ । ଏଭଳି କିଛି ସ୍ମୃତିକୁ ସାଇତି ରଖିବାର ପ୍ରୟାସ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର ଅକ୍ଷୟ ପଟ୍ଟନାୟକ । ଯାହାକୁ ଦେଖି ଆପଣଙ୍କ  କେତେଯେ ପୁରୁଣା ସ୍ମୃତି ଜୀବନ୍ତ ହୋଇଯିବ । ଯାହା ଏବେ ଆମ ଆଗରେ ଲୋପ ପାଇବାକୁ ବସିଲାଣି  ତାହା ସ୍ଥାନ  ପାଇଛି ଅକ୍ଷୟ ବାବୁଙ୍କ ମିୟୁଜିଅମରେ । ଅକ୍ଷୟଙ୍କର ଅଦରକାରୀ ଜିନିଷ ସାଇତିବାର ନିଶା ଏବେ ଅନେକଙ୍କ ପାଇଁ ସ୍ମୃତି ଏବଂ ଅନୁଭୂତି ସାଉଣ୍ଟିବାର ମାଧ୍ୟମ ହୋଇଯାଇଛି । ତେବେ କେବେଠୁ ଓ କାହିଁକି ଏ ଅଜବ ନିଶା । ତାଙ୍କ ସଂଗ୍ରହାଳୟରେ ଆଉ କଣ କଣ ଅଛି ଆସନ୍ତୁ ଜାଣିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.