୧୯୫୫ ମସିହାରେ ଭରିଥିଲା ଉଡାଣ, ୧୯୮୫ରେ ଲ୍ୟାଣ୍ଡ କଲା ! ଦୀର୍ଘ ୩୦ ବର୍ଷ ଧରି କୋଉଠି ଥିଲା ଏ ବିମାନ

ପାଇଲଟ ତାଙ୍କୁ ପଚାରିଲେ ଏବେ ଏବେ କେଉଁ ଇୟର ଚାଲୁଛି । ତ ସେ ସେତେବେଳେ ତାଙ୍କୁ ମସିହା ବତାଇଲେ, ସେତେବେଳେ ପାଇଲଟ୍‌ ବାସ୍‌ ଏତିକି କହିଲେ ଓଃ ମାଇଁ ଗଡ୍‌ । ବାସ୍‌ ତାପରେ ତୁରନ୍ତ ପ୍ଲେନଟି ଟେକ୍‌ ଅଫ୍‌ କରି ଆକାଶରେ ଉଡିଗଲା ଏବଂ ଶୂନ୍ୟରେ କେଉଁ ଆଡେ ଉଭାନ ହୋଇଗଲା ।

ଏମିତି ଏକ ବିମାନ ଯାହା ନ୍ୟୁୟର୍କରୁ ୧୯୫୫ରେ ଯାତ୍ରୀଙ୍କୁ ଧରି ଉଡାଣ ଭରିଲା, ଏବଂ ୧୯୮୫ ଅର୍ଥାତ୍‌ ୩୦ ବର୍ଷ ପରେ ବେନେଜୁଏଲାର କ୍ୟାପିଟାଲରେ ଲ୍ୟାଣ୍ଡ କରିବାକୁ ଅନୁମତି ମାଗିଲା । ସେତେବେଳେ ଟ୍ରାଫିକ୍‌ କଣ୍ଟ୍ରୋଲ ପଚାରିଲା ଏହି ପ୍ଲେନ୍‌ କେଉଁଠୁ ଆସିଲା ଏବଂ ଫ୍ଲାଇଟ୍‌ ନମ୍ବର କଣ । ତ ପାଇଲଟ କହିଲେ ଯେ ଆମେ ନ୍ୟୁୟର୍କରୁ ଆସିଛୁ ଏବଂ ଏହି ଫ୍ଲାଇଟ୍‌ ୯୧୪ । ଏହି କଥା ଶୁଣି ସମସ୍ତଙ୍କର ହୋସ୍‌ ଉଡିଗଲା । ଏବଂ ସେ ଜଲଦି ପ୍ଲେନଟିକୁ ଲ୍ୟାଣ୍ଡ କରିବାକୁ ଅନୁମତି ଦେଲେ । ପ୍ଲେନ୍‌ ଲ୍ୟାଣ୍ଡ ହେଲା ଏବଂ ପାଇଲଟଙ୍କ ସହ କଥାବାର୍ତ୍ତା ହେଲା । ପାଇଲଟ ତାଙ୍କୁ ପଚାରିଲେ ଏବେ ଏବେ କେଉଁ ଇୟର ଚାଲୁଛି । ତ ସେ ସେତେବେଳେ ତାଙ୍କୁ ମସିହା ବତାଇଲେ, ସେତେବେଳେ ପାଇଲଟ୍‌ ବାସ୍‌ ଏତିକି କହିଲେ ଓଃ ମାଇଁ ଗଡ୍‌ । ବାସ୍‌ ତାପରେ ତୁରନ୍ତ ପ୍ଲେନଟି ଟେକ୍‌ ଅଫ୍‌ କରି ଆକାଶରେ ଉଡିଗଲା ଏବଂ ଶୂନ୍ୟରେ କେଉଁ ଆଡେ ଉଭାନ ହୋଇଗଲା । ଏମିତି କୁହାଯାଉଛି ଯେ ଫ୍ଲାଇଟ୍‌ ୯୧୪ ଏକ ଏମିତି ପ୍ଲେନ୍‌ ଥିଲା ଯାହା ଟାଇମ୍‌ ଟ୍ରାଭେଲ କରି ଭବିଷ୍ୟରୁ ୩୦ ବର୍ଷ ଆଗକୁ ଚାଲି ଯାଇଥିଲା ।

ଥରେ ଭାବନ୍ତୁ କଣ ହେବ ଯଦି କୌଣସି ବିମାନ ଗୋଟେ ଯାଗାରୁ ଆଉ ଯାଗାକୁ ଉଣାଣ ଭରିଥିବ କିନ୍ତୁ ମଝି ଆକଶରେ କୁଆଡେ ଗାୟବ ହୋଇଯିବ । ଗାୟବ ପୁଣି ଏମିତି ହୋଇଥିବ ଯେ ଯାହାର ପ୍ରତ୍ୟାବର୍ତ୍ତନର ଖବର କାହାକୁ ବି ଜଣାନଥିବ । ଏମିତିକି ତାର କ୍ରାସ୍‌ ହେବାର ବି ସମ୍ଭାବନା ନାହିଁ, କାହିଁକିନା ଆଜି ପର୍ଯ୍ୟନ୍ତ ଆମେରିକାକୁ ଏହା ବିଷୟରେ କୌଣସି ବି ସୂଚନା ମିଳିନାହିଁ । ଯଦିଓ ଏହାଠାରୁ ବି ଆହୁରି ଆଶ୍ଚର୍ଯ୍ୟକର କଥା ହେଉଛି ଏହି ବିମାନଟି ଆକାଶରେ ଗାୟବ ହୋଇଯିବାର ପ୍ରାୟ ୩୦ ବର୍ଷ ପରେ ଅନ୍ୟ ଏକ ଦେଶରେ ଲ୍ୟାଣ୍ଡ କଲା ଏବଂ ତାଠାରୁ ଆହୁରି ଆଶ୍ଚର୍ଯ୍ୟକର କଥା ହେଉଛି ଲ୍ୟାଣ୍ଡ କରିବାର କିଛି ସମୟ ପରେ ପୁଣିଥରେ ଟେକଅପ୍‌ କଲା ଏବଂ ଶୂନ୍ୟ ଆକାଶରେ ଗାୟବ ହେଇଗଲା । ଦର୍ଶକବନ୍ଧୁ ଏ କାହାଣୀ ହେଉଛି ଆମେରିକାର ଫ୍ଲାଇଟ ୯୧୪ର । ଆଜି ଆମେ ଏ ଭିଡିଓରେ ଏହି ଫ୍ଲାଇଟ ସହ ଜଡିତ ରହସ୍ୟମୟ ସୂଚନା ବତାଇବୁ । ଯାହାକୁ ଶୁଣିଲା ପରେ ଆପଣ ବି ଏକଦମ୍‌ ଚକିତ ହୋଇ ରହିଯିବେ ।

ଗଣମାଧ୍ୟମର ସୂଚନା ଅନୁଯାୟୀ ଫ୍ଲାଇଟ୍‌ ୯୧୪ ଜୁଲାଇ ୨, ୧୯୫୫ରେ ଆମେରିକାର ନ୍ୟୁୟର୍କରୁ ମାୟାମୀ ପାଇଁ ଉଡାଣ ଭରିଥିଲା । ଏହି ବିମାନରେ ମୋଟ ୫୭ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଏମାନଙ୍କ ସହିତ ୬ ଜଣ କ୍ରୁ ମେମ୍ବର ମଧ୍ୟ ଏହି ବିମାନରେ ଥିଲେ । ବିମାନଟି ଆମେରିକାର ନ୍ୟୁୟର୍କରୁ ଉଡାଣ ତ ଭରିଥିଲା ନିଶ୍ଚୟ କିନ୍ତୁ କେବେବି ମାୟାମୀରେ ଆଜି ପର୍ଯ୍ୟନ୍ତ ପହଁଚିନି । ମଝି ରାସ୍ତାରେ ହିଁ ଅର୍ଥାତ୍‌ ଆକାଶରେ ହିଁ ଏହି ବିମାନ କେଉଁଆଡେ ଗାୟବ ହୋଇଯାଇଛି । ଯାହାର ସୁରାଗ ଆଜି ପର୍ଯ୍ୟନ୍ତ ଆମେରିକାକୁ ମିଳିପାରିନି ।

ଏହି ଘଟଣାରେ ସବୁଠାରୁ ଲୋମଟାଙ୍କୁରା କଥା ହେଉଛି ଯେ ଏହି ବିମାନଟି ୩୦ ବର୍ଷ ପରେ ଅର୍ଥାତ୍‌ ୧୯୫୫ ମସିହାରେ ଗାୟବ ହୋଇଥିବା ଫ୍ଲାଇଟ ୯୧୪, ୯ ମାର୍ଚ୍ଚ ୧୯୮୫ରେ ରହସ୍ୟମୟ ତରିକାରେ ବେନେଜୁଏଲାର କାରକାସ ଏୟାରପୋର୍ଟରେ ଲ୍ୟାଣ୍ଡ୍‌ ହେଲା । ଆଉ ଏହିି ଲ୍ୟାଣ୍ଡିଙ୍ଗ ବିଷୟରେ ଏୟାରପୋର୍ଟର ଟ୍ରାଫିକ କଣ୍ଟ୍ରୋଲ ବିଭାଗକୁ କୌଣସି ବି ସୂଚନା ନଥିଲା । ମିଡିଆ ରିପୋର୍ଟ ଅନୁଯାୟୀ ଯେତେବେଳେ ଏହି ଫ୍ଲାଇଟ କାରକାସ୍‌ ଏୟାରପୋର୍ଟରେ ଲ୍ୟାଣ୍ଡ ହେଲା ସେତେବେଳେ ବିମାନର ପାଇଲଟଙ୍କୁ ନୁହେଁ ବରଂ ସେଠାରେ ଉପସ୍ଥିତ ଷ୍ଟାଫଙ୍କୁ ପଚାରିଲା ଏହା କେଉଁ ମାସ ଚାଲୁଛି ।

ଗ୍ରାଉଣ୍ଡ ଷ୍ଟାଫ୍‌ ତାଙ୍କୁ କହିଲେ ୧୯୮୫ ମସିହା । ଏହ ଶୁଣିବା ପରେ ହିଁ ପାଇଲଟ ଗଭୀର ନିଶ୍ୱାସ ମାରିଲେ ଏବଂ କହିଲେ ଓଃ ମାଇଁ ଗଡ୍‌ । ଏହାପରେ କେହି କିଛି ବୁଝିବା ପୂର୍ବରୁ ବିମାନଟି ପୁଣିଥରେ ଆକାଶରେ ଉଡିଗଲା । ଏହି ରହସ୍ୟମୟ ବିମାନ ବିଷୟରେ ଆଜି ପର୍ଯ୍ୟନ୍ତ କୌଣସି ଖୋଜ୍‌ ଖବର ମିଳିପାରିନି । ଆମେରିକା ଆଜି ବି ଏହି ରହସ୍ୟମୟ ଗଣ୍ଠିକୁ ଖୋଜି ପାଇପାରିନି ।