କେବେବି କରନ୍ତୁନି ଏମିତି କାମ, ଆପଣଙ୍କ ପ୍ରତି ଜଲଦି ଆକର୍ଷିତ ହେବେ ଦୁଷ୍ଟ ଆତ୍ମା

ଗରୁଡ ପୁରାଣ ଅନୁଯାୟୀ ଦେହ ତ୍ୟାଗ କରିବା ପରେ ଯେଉଁ ଲୋକଙ୍କୁ ମୁକ୍ତି ମିଳିନଥାଏ, ତାହେଲେ ଯେ ଲୋକ ଏବଂ ପରଲୋକ ମଧ୍ୟରେ ଘୂରି ବୁଲିଥାଏ। ଆଉ କୌଣସି ନା କୌଣସି ରୂପରେ ନିଜ ଉପସ୍ଥିତି ଜାହିର କରିଥାନ୍ତି। ଧର୍ମଗ୍ରନ୍ଥ କୁହେ ଯେ ଆତ୍ମା ଜୀବିତ ଲୋକଙ୍କ ଠାରୁ ଦୂରତା ରକ୍ଷା କରନ୍ତି କିନ୍ତୁ ତାଙ୍କର କିଛି କାମ ଆମକୁ ତାଙ୍କ ଆଡକୁ ଆକର୍ଷିତ କରିଥାଏ।

ଆଦୌ ବି କରନ୍ତୁନି ଏହି କାମ

ଆତ୍ମା ନୂଆ ଶରୀର ପାଇବା ପାଇଁ ଗର୍ଭବତୀ ମହିଳାଙ୍କ ଉପରେ ନଜର ରଖିଥାନ୍ତି। ତେଣୁ ଗର୍ଭବତୀ ମହିଳାଙ୍କୁ ଅଧା ରାତିରେ ଘରୁ ବାହାରିବା କଥା ଉଚିତ ନୁହେଁ।

ସୂର୍ଯାସ୍ଥ ପରେ ମହିଳାଙ୍କୁ ନିଜ କେଶ ଖୋଲିବା ଅନୁଚିତ। ବିଶେଷ ଭାବରେ ଅମାବାସ୍ୟା ଏବଂ ପୂର୍ଣ୍ଣିମା ଦିନ ଅଥବା ଏହାର ପାଖପାଖି। ମାନ୍ୟତା ରହିଛି ଯେ ନକରାତ୍ମକ ଶକ୍ତି ନିଜ ଆଡକୁ ଟାଣିନେଇଥାନ୍ତି।

ପରଫ୍ୟୁମ, ଯନ୍ତ୍ର ଏବଂ ବାସ୍ନାଯୁକ୍ତ ବସ୍ତୁକୁ ରାତି ସମୟରେ ବ୍ୟବହାର କରିବା ଉଚିତ ନୁହେଁ। କାହିଁକିନା ଏହିସବୁ ପ୍ରତି ଆତ୍ମାଙ୍କର ବିଶେଷ ଧ୍ୟାନ ରହିଥାଏ।

ମୃତ ଶରୀରକୁ ପୋତିବା ଅଥବା ଜଳାଇବା ପରେ ଶ୍ମସାନରେ ପଛକୁ ଚାହିଁ ଦେଖାଯାଏନାହିଁ। ଯାହାଦ୍ୱାରା ଏହା ଜଣାଇଦିଆଯାଏ ଯେ ସାଂସାରିକ ଲୋକ ଏବେ ସେମାନଙ୍କୁ ଭୁଲି ସାରିଛନ୍ତି। ସେମାନଙ୍କୁ ମଧ୍ୟ ଏହି ଲୋକରେ ନିଜକୁ ରଖିବାକୁ ପଡିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.