ଦାଦି ମା’ଙ୍କ ଡ୍ୟାନ୍ସ ଦେଖି ଝୁମି ଉଠିବେ ଆପଣ, ଆଉ ଯଦି ଏହି ଅଙ୍କଲଙ୍କ ଭିଡିଓ ଥରେ ଦେଖିଲେ ବାରମ୍ବାର ଦେଖିବାକୁ କରିବେ ଇଚ୍ଛା

ସାରା ଦେଶରେ ନବାରାତ୍ରୀର ଆସର ଜମିଛି। ଦୁର୍ଗାପୂଜା ଏବଂ ଦଶହରା ଅବସରରେ ଗରବା ବା ଦାଣ୍ଡିଆ ଡ୍ୟାନ୍ସର ଆୟୋଜନ ବଡ ଧୂମଧାମରେ କରାଯାଇଥାଏ। ସୋସିଆଲ ମିଡିଆରେ ଗରବାର ଭିଡିଓ ବା ଦାଣ୍ଡିଆ ଡ୍ୟାନ୍ସର ଭିଡିଓ ଖୁବ୍ ଭାଇରାଲ ହେଉଛି। ଏହିସବୁ ଭିତରେ ସୋସିଆଲ ମିଡିଆରେ ଜଣେ ଦାଦିଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି। ଦାଦିଙ୍କର ବୟସ ବହୁତ ଅଧିକ କିନ୍ତୁ ସେ ଯେମିତି ଡ୍ୟାନ୍ସ କରୁଛନ୍ତି ତାଙ୍କ ସାମ୍ନାରେ ଯୁବତୀମାନେ ମଧ୍ୟ ଫିକା ପଡିଯିବେ।

ସୋସିଆଲ ମିଡିଆରେ ବଲିଉଡ୍ ପେଜ୍ ନାମକ ହ୍ୟାଣ୍ଡେଲରେ ଏହି ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦାଦିମା ଝିଅ ମାନଙ୍କ ସହିତ ଗରବା ଖେଳୁଥିବାର ନଜର ଆସୁଛନ୍ତି।

 

View this post on Instagram

 

Age is just a number ❤️ I hope I will be having the same energy, enthusiasm and glow on my face when I grow old 😋 #inspiration #navratri #garba #happydussehra ❤️ Follow @bigbollywoodpage 🌈 Tag friends who should watch this 😃 ・・・ . . . . . . . ・・・ . . . . . . . ・・・ . . . ・・・ . . . . . . . ・・・ . . . . . . . ・・・ . . . ・・・ . . . . . . . ・・・ . . . . . . . ・・・ . . . ・・・ . . . . . . . ・・・ . . . . . . . ・・・ . . . ・・・ . . . . . . . ・・・ . . . . . . . ・・・ . . . ・・・ . . . . . . . ・・・ . . . . . . . ・・・ . . _________________________________ • All credits to the photographer/ owner • • Follow: @mysharepost 👈 #bollywood #mumbai #delhi #amritsar #mumbai_igers #mumbaistagram #bollywoodactress #ahemdabad #gujarati #rajasthan #indian #indianwedding #skyispink #biggboss13 #biggboss #salmankhan #kritisanon #kiaraadvani #priyankachopra #badshah #nehakakkar #navratri2019 #punjabisuits #india #indianwedding #raavan #happydussehra2019

A post shared by Big Bollywood (@bigbollywoodpage) on


ସେହିପରି ଦାଦିଙ୍କ ଭିଡିଓ ବ୍ୟତୀତ ସୋସିଆଲ ମିଡିଆରେ ଆଉ ଗୋଟେ ଭିଡିଓ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଜଣେ ଅଙ୍କଲ ଜବରଦସ୍ତ ଗରବା ଡ୍ୟାନ୍ସ କରୁଛନ୍ତି। ଅଙ୍କଲ ଅରବାଜ୍ ଖାନ୍ ଏବଂ ମଲାଇକା ଅରୋଡା ଖାନଙ୍କ ଗୀତ ରଙ୍ଗୀଲା ମାରୋ ଢ଼ୋଲନାରେ ବହୁତ ସୁନ୍ଦର ଭାବେ ଡ୍ୟାନ୍ସ କରୁଛନ୍ତି।

ସୋସିଆଲ ମିଡିଆର ଗରବାର ଆଉ ଏକ ଭିଡିଓ ଭାଇରାଲ ହେଉଛି, ଯାହାର ଭିଡିଓ ଆନନ୍ଦ ମହିନ୍ଦ୍ରା ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓରେ ସେନାର ଜବାନ ମାନେ ଜରବା ଖେଳୁଥିବାର ଦେଖିବାକୁ ମିଳୁଛି।

ସେହିପରି ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଲୋକମାନେ ପିଏ ନରେନ୍ଦ୍ର ମୋଦିଙ୍କ ମୁଖା ପିନ୍ଧି ଗରବା ଖେଳୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.