ଜାନୁଆରୀରେ ଆସିବ ହଜାର ହଜାର ଭାଇରସ, ସୁରକ୍ଷା ନିଜ ହାତରେ

ଧିରେ ଧିରେ ସବୁକିଛି ବଦଳିବାରେ ଲାଗିଛି । କାରଣ ସମୟର ଚକ୍ର ଯେତେ ଘୂରି ଚାଲିଛି ଆମେ ସେହି ଅନୁସାରେ ନବୁଲି ତାର ବିପରୀତ ଦିଗରେ ବଢୁଛେ । ଯାହା ଫଳରେ ସମୟ ଆଉ ମଣିଷ ଭିତରେ ସମନ୍ଵୟ ରହିପାରୁନି । ପ୍ରକୃତି ଯେମିତି ସବୁ ସମୟରେ ମଣିଷକୁ ଚେତାବନୀ ଦେଇ ଚାଲିଛି । ହେଲେ ଏ ମାନବ ସମାଜ କିନ୍ତୁ ସୁଧୁରିବା ପରିବର୍ତ୍ତେ ଆହୁରି ବିପଦକୁ ଟାଣିଆଣୁଛି । ଏହାରି ଭିତରେ ଆପଣ ଗୋଟେ ବଡ ବିପଦକୁ ସାମନା କରିଛନ୍ତି ଯାହାର ନାମ କୋଭିଜ ୧୯ । ଆଉ ସତର୍କଘଣ୍ଟି ଭଳି କଥା ହେଉଛି ଯେ ଆଗକୁ ଭାଇରସର ଯୁଗ ଆରମ୍ଭ ହୋବାକୁ ଯାଉଛି ।

ଅର୍ଥାତ ଆଗାମୀ ୫୦ବର୍ଷରେ ହଜାର ହଜାର ମହାମାରୀ ଆସିପାରେ । ଜାନୁଆରୀରେ ମଣିଷଙ୍କ ମଧ୍ୟରେ ପାଖାପାଖି ୧୫ହଜାର ଭାଇରସ ପହଞ୍ଚିପାରେ । ଏହି ଦାବି ଆମେରୀକାର ଜର୍ଜଟାଉନ ୟୁନିଭରସିଟି ନିଜ ରିସର୍ଚ୍ଚରୁ ପ୍ରକାଶ କରିଛି । ବୈଜ୍ଞାନିକଙ୍କ ମାନିବା କଥା କି ଜାନୁଆରୀରେ ମଣିଷଙ୍କ ମଧ୍ୟରେ ରୋଗ ବ୍ୟାପିବାର ମାମଲା ଦେଖାଯିବା ଆରମ୍ଭ ହୋଇଗଲାଣି । କୋଭିଡ ୧୯ ମଧ୍ୟ ଏହାର ଏକ ଉଦାହରଣ ଅଟେ । ୨୦୭୦ପର୍ଯ୍ୟନ୍ତ ଏଭଳି ହଜାର ହଜାର ମହାମାରୀ ଆସିପାରେ । କିନ୍ତୁ ଏହାର କାରଣ କଣ ହୋଇପାରେ ତାହା ବଡ ପ୍ରଶ୍ନ ।

ଅନୁସନ୍ଧାନକାରୀଙ୍କ କହିବା କଥା କି ଆଗାମୀ ୫୦ବର୍ଷ ମଧ୍ୟରେ ମହାମାରୀ ଆସିବା କାରଣ ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ୱାର୍ମିଙ୍ଗ ହେବ । ବର୍ତ୍ତମାନ ଗରମ ବଢିବା ହେତୁ ଜଙ୍ଗଲରେ ଥିବା ଜୀବ ଓ ସେମାନଙ୍କ ବାସସ୍ଥାନରେ ପରିବର୍ତ୍ତନ ଆସିବ । ଯଦି ତାପମାତ୍ରାରେ ୨ଡିଗ୍ରୀ ସେଲସିୟସ ଅଧିକ ହେଉଛି ତେବେ ସ୍ତନଧାରୀ ଥଣ୍ଡା ଅଞ୍ଚଳ ଖୋଜି ସେସବୁ କ୍ଷେତ୍ରରେ ପରିଭ୍ରମଣ କରିବେ । ଏହା ଯଦି ହେଉଛି ତେବେ ରୋଗ ସହ ଭାଇରସ ସଂକ୍ରମଣ ଦୁଇଟି ଯାକ ବଢିବ । ଫଳରେ ଏହା ମଣିଷ ପର୍ଯନ୍ତ ପହଞ୍ଚିବ ।

ବୈଜ୍ଞାନିକଙ୍କ କହିବା କଥା କି ଏସିଆ ଓ ଆଫ୍ରିକା ଭାଇରସର ହର୍ଟସ୍ପର୍ଟ ହୋଇପାରେ । ଏହିଠାରୁ ହିଁ ମାମଲା ଅଧିକ ବଢିପାରେ । ଯେଉଁଥିରେ ଭାଇରସ ଏକ ନୂଆଁ ମହାମାରୀ ଆଣିପାରେ । ଯେମିତି କୋଭିଡ ମହାମାରୀର ତାଣ୍ଡବ ଆପଣ ଦେଖିସାରିଛନ୍ତି । କାରଣ ଏହି ଦୁଇଟି ମହାଦେଶ ଜନସଂଖ୍ୟାରେ ଉପରେ ।

ବୈଜ୍ଞାନିକମାନେ ଏକଥା ମଧ୍ୟ କହୁଛନ୍ତି କି ଏସିଆରେ ଭାରତ ଓ ଇଣ୍ଡୋନେସିଆ ଭଳି ଦେଶରେ ଭାଇରସ ବ୍ୟାପିବାର ବିପଦ ଅଧିକ । ଯାହାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାକୁ ରୋକିବାକୁ ହେଲେ ପୁରା ଦୁନିଆକୁ ଏଥିରେ କିଛି କରିବାକୁ ହେବ । କାର୍ବନ ଓ ଓଜନସ୍ତରକୁ ହଟାଇବାକୁ ହିଁ ହେବ । କାରଣ ଏହା ମଣିଷ ଓ ପଶୁ ଉଭୟଙ୍କ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇପାରେ ।

ଏହି ରିସର୍ଚ୍ଚ ଉପରେ ସ୍ପେନର ଅକ୍ଲ୍ଲାଲା ଯୁନିଭରସିଟିର ଇକୋଲୋଜିଷ୍ଟ ଇଗ୍ନାସିୟୋ ମୋରଲେସ ରାୟ ଦେଇଛନ୍ତି । ତାଙ୍କର କହିବା କଥା କି ଯେଉଁ ମଡେଲ ଆଧାରରେ ରିସର୍ଚ୍ଚ କରାଯାଇଛି ସେଥିରେ କୌଣସି ଭୁଲ ନାହିଁ । ଯଦି ଏଭଳି ସ୍ଥିତି ଉପୁଜୁଛି ତେବେ ଭାଇରସର ଆଦାନ ପ୍ରଦାନ ହେବ । ଏହା ପୃଥିବୀରେ ଥିବା ମଣିଷ ଓ ଖାସ କରି ଜାନୁଆରୀ ମାସରେ ସବୁଠୁ ବଡ ବିପଦ ଆଣିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.