କାହିଁକି ଏଠାରେ ବରର ସାଙ୍ଗ ବର ସାମ୍ନାରେ ଖୋଲିଥାଏ କନ୍ୟାର କପଡ଼ା?

ଦୁନିଆର କୋଣ ଅନୁକୋଣରେ ଏମିତି କିଛି ନୀତିନିୟମ ପ୍ରଚଳିତ ରହିଛି, ଯାହା ବିଷୟରେ ଶୁଣିଲେ ଆମେ ଆଶ୍ଚର୍ଯ୍ୟ ହୋଇଯାଉ। ସେହି ଅଜବ ପରମ୍ପରାକୁ ଲୋକେ ଆଜି ମଧ୍ୟ ଚଳଣିରେ ସାମିଲ କରିଛନ୍ତି। କାହିଁ କେଉଁ ସମୟରୁ ସେମାନେ ଏଭଳି ନୀତିନିୟମ ସବୁ ପାଳନ କରିଆସିଥାଆନ୍ତି। ତେବେ ଆଜି ଆମେ ଚୀନର ଏକ ବିଚିତ୍ର ପରମ୍ପରା ବିଷୟରେ କହିବାକୁ ଯାଉଛୁ, ଯାହାକି ବର, କନ୍ୟାଙ୍କ ସହିତ କରାଯାଇଥାଏ।

groom

ବର, କନ୍ୟାଙ୍କର ଯେବେ ବିବାହ ଥାଏ, ସେତେବେଳେ ବିବାହ ସମୟରେ କିଛି ଭିନ୍ନ ପ୍ରକାର ନୀତିନିୟମ ପାଳନ କରାଯାଇଥାଏ। ସେଥିମଧ୍ୟରୁ ଏକ ବିଧି କନ୍ୟା ପାଇଁ ବହୁତ ଲଜ୍ଜାଜନକ ହୋଇଥାଏ। ଏହି ବିଧିରେ ବର, କନ୍ୟା ଏକାଠି ଥାଆନ୍ତି। ଆଉ ଏହି ସମୟରେ ବରର ସାଙ୍ଗ ବର ସାମ୍ନାରେ ହିଁ କନ୍ୟାର କପଡ଼ା ଖୋଲିଥାଏ। ତେବେ ଚୀନରେ ଏହା ଏକ ଗେମ୍‌ ରୂପେ ଖେଳାଯାଇଥାଏ, ଯାହାକୁ ପରମ୍ପରା ନାଁ ଦିଆଯାଇଛି। ଏଥିରେ କନ୍ୟା ଯେତେ ବି ମନା କଲେ ମଧ୍ୟ ବରର ସାଙ୍ଗ ଶୁଣି ନ ଥାଏ ଆଉ କନ୍ୟାର କପଡ଼ା ଖୋଲିଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.