ଜୁନରେ ଏହି ଦିନ ମିଥୁନ ରାଶିରେ ସୂର୍ଯ୍ୟ କରିବେ ପ୍ରବେଶ, ଏହି ୪ ରାଶି ଉଡିବେ ଆକାଶରେ

କୁଣ୍ଡଳୀରେ ସୂର୍ଯ୍ୟ ଦେବ ଭଲ ସ୍ଥିତିରେ ରହିଲେ ବ୍ୟକ୍ତିକୁ ପ୍ରସିଦ୍ଧି, ନାମ, ପ୍ରତିଷ୍ଠା, ସରକାରୀ ଚାକିରି, ସଫଳତା, ସମ୍ମାନ,ଉଚ୍ଚ ପଦ ମିଳିଥାଏ । ସୂର୍ଯ୍ୟ ଦେବ ୧୫ ଜୁନରେ ବୁଧଙ୍କ ରାଶି ମିଥୁନ ରାଶିରେ ପ୍ରବେଶ କରିବେ । ଏହି ଗୋଚର ର ସବୁଠୁ ଅଧିକ ପ୍ରଭାବ ମିଥୁନ ରାଶିର ଜାତକଙ୍କ ଉପରେ ପଡ଼ିବ । ସୂର୍ଯ୍ୟ ଦେବଙ୍କ ଏହି ରାଶିରେ ଗୋଚର ସ୍ୱାସ୍ଥ୍ୟ ସମସ୍ୟା ଦେଇଥାଏ । ୧୬ ଜୁଲାଇ ପର୍ଯ୍ୟନ୍ତ ସୂର୍ଯ୍ୟ ମିଥୁନ ରାଶିରେ ରହିବେ । ଏହା ପରେ କର୍କଟ ରାଶିରେ ପ୍ରବେଶ କରିବେ । ଜାଣନ୍ତୁ ଏହି ଗୋଚର ଯୋଗୁ କେଉଁ ରାଶିକୁ ମିଳିବ ଲାଭ । ଏହି ଗୋଚର ପ୍ରଭାବରେ ଏହି ୪ ରାଶି ଉଡିବେ ଆକାଶରେ ।

ବୃଷ ରାଶି :

ଏହି ଗୋଚର ସମୟରେ ଆମଦାନୀ ବଢ଼ିବାର ସମ୍ଭାବନା ରହିଛି । ଯଦି ଆପଣ କିଛି ପ୍ରପଟିରେ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ସମୟ ଭଲ ରହିଛି । ଆପଣଙ୍କୁ ଜବରଦସ୍ତ ଲାଭ ମିଳିବ । ଆର୍ଥିକ ସ୍ଥିତି ମଜବୁତ ହେବ ।

ସିଂହ ରାଶି :

ଏହି ଗୋଚର ସମୟରେ ଆପଣଙ୍କୁ ଅଲଗା ଅଲଗା ସ୍ରୋତରୁ ଲାଭ ମିଳିବ । ଆମଦାନୀରେ ଜବରଦସ୍ତ ବୃଦ୍ଧି ଘଟିବ । ଆର୍ଥିକ ସ୍ଥତି ପୂର୍ବ ଠାରୁ ଭଲ ହେବ । ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବ । ଚାକିରିରେ ଥିବା ବ୍ୟକ୍ତଙ୍କୁ ପ୍ରମୋଶନ ମିଳିବ ।

କନ୍ୟା ରାଶି :

ଏହି ଗୋଚର ସମୟରେ ଆପଣଙ୍କୁ ଅଲଗା ଅଲଗା ସ୍ରୋତରୁ ଲାଭ ମିଳିବ । ଆମଦାନୀରେ ଜବରଦସ୍ତ ବୃଦ୍ଧି ଘଟିବ । ଆର୍ଥିକ ସ୍ଥିତି ମଜବୁତ ହେବ । ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବ ।

ତୁଳା ରାଶି :

ସୂର୍ଯ୍ୟଙ୍କ ମିଥୁନ ରାଶିରେ ଗୋଚର ଆପଣଙ୍କ ପାଇଁ ବହୁତ ଲାଭକାରୀ ହେବ । ସବୁ କାମରେ ଭାଗ୍ୟ ସାଥି ଦେବ । କ୍ୟାରିଅରେ ଉନ୍ନତି ମିଳିବାର ଯୋଗ ରହିଛି । କର୍ମ କ୍ଷେତ୍ରରେ ଆପଣଙ୍କ ପ୍ରଦର୍ଶନ ସୁନ୍ଦର ରହିବ । ଚାକିରିରେ ଥିବା ବ୍ୟକ୍ତଙ୍କୁ ପ୍ରମୋଶନ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.