ସୁନ୍ଦର ଦେଖାଯିବା ପାଇଁ କରାଇଲେ ୨୦୦ ସର୍ଜରୀ ଆଉ ଖର୍ଚ୍ଚ କଲେ ୧୬ କୋଟି ଟଙ୍କା, ଜାଣନ୍ତୁ ଏପରି ଜଣେ ମହିଳାଙ୍କ କାହାଣୀ

ଦୁନିଆରେ ଏପରି କେହି ନାହିଁ ଯିଏ ସୁନ୍ଦର ଦେଖାଯିବାକୁ ଚାଁହାନ୍ତି ନାହିଁ । କେବଳ ଏହି କାରଣ ଯୋଗୁଁ ଆଜି କୋଟି କୋଟି ଟଙ୍କାର ବ୍ୟୁଟି ଏବଂ କସମେଟିକ୍ସ କମ୍ପାନୀ ଠିଆ ହୋଇଛି । କିନ୍ତୁ ଏହି ମହିଳାଜଣଙ୍କ ସୁନ୍ଦର ଦେଖାଯିବା ପାଇଁ ଯାହା କରିଛନ୍ତି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଏହି ମହିଳାଙ୍କ କାହାଣୀ ।

200 सर्जरी

୨୮ ବର୍ଷୀୟା ଡେଲଗାଇଡସ ପିଲାଦିନରୁ ହିଁ ବାର୍ବିଡଲ ପରି ଦେଖାଯିବ ପାଇଁ ଚାଁହୁଥିଲେ । ଏଥିପାଇଁ ସେ ଗୋଟିଏ କିମ୍ବା ଦୁଇଟି ନୁହେଁ ୨୦୦ ସର୍ଜରୀ କରାଇଛନ୍ତି । ଏହି ସର୍ଜରୀ ପାଇଁ ସେ ପାଖାପାଖି ୧୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଛନ୍ତି ।

ଏହାସହ ପଢନ୍ତୁ ନଖ ବଢାଇବାର ସଉକ କରିଦେଇଛି ପାଗଳ, ବର୍ଷ ବର୍ଷ ଧରି ନଖ କାଟି ନାହାଁନ୍ତି ଏହି ଯୁବତୀ

ସୂଚନା ଅନୁଯାୟୀ ଡେଲଗାଇଡସ ପିଲାଦିନରୁ ଏତେ ସୁନ୍ଦର ନଥିଲେ କିନ୍ତୁ ଯେବେ ତାଙ୍କୁ ସୁନ୍ଦର ଲୋକଙ୍କର ମହତ୍ତ୍ୱ ବିଷୟରେ ତାଙ୍କୁ ଜଣାପଡିଲା ସେତେବେଳେ ସେ ନିଜକୁ ସୁନ୍ଦର କରି ଦେଖାଇବେ ବୋଲି ନିଷ୍ପତ୍ତି ନେଲେ ଏବଂ ଏଥିପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ ଥିଲେ।

सर्जरी के लिए बचाए पैसै

ମାତ୍ର ୧୭ ବର୍ଷ ବୟସରେ ଡେଲଗାଇଡସ ଘର ଛାଡି ଦେଇଥିଲେ । ଏହାପରେ ସେ ଏକ ପୋଲ ଡ୍ୟାନ୍ସର ଭାବେ କାମ କରିବା ଆରମ୍ଭ କରିଦେଇଥିଲେ ଆଉ ସେଥିରୁ ମିଳୁଥିବା ପଇସାକୁ ସେ ସର୍ଜରୀ କରାଇବା ପାଇଁ ସଞ୍ଚୟ କରିବା ଆରମ୍ଭ କରିଦେଲେ ।

अब ऐसी दिखती हैं

ଆଉ ଶେଷରେ ସେ ସଫଳତା ମଧ୍ୟ ହାସିଲ କରିଥିଲେ । ଆଜି ୨୦୦ ସର୍ଜରୀ ପରେ ସେ ଦେଖାଯାଉଛନ୍ତି କିଛି ଏପରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.