Below header

ଏହି କୁକୁରର ଗୀତ ଶୁଣିଲେ ଆପଣ ବି ହୋଇଯିବେ ତାର ଫ୍ୟାନ, ଥରେ ଶୁଣନ୍ତୁ ‘ଜୋଇ’ର ଗୀତ

ଆପଣ କେବେ କୁକୁରକୁ ଗୀତ ଗାଉଥିବା ଦେଖିଛନ୍ତି । ଛାଡ଼ନ୍ତୁ ଗୀତ ତ ବହୁତ ବଡ କଥା କେବେ କୁକୁର କୌଣସି ରାଗ ଗାଉଥିବାର ଶୁଣିଛନ୍ତି । କେବେ ଦେଖି ନଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଦେଖିବୁ । ଆଜି ଆପଣ ଦେଖିବେ ଯେ ଏକ କୁକୁର ତାଳ ସହିତ ରାଗ ବି ଉଠଉଛି ଏମିତି ରାଗ ଯାହା ଶୁଣିଲେ ଆପଣ ନିଜ ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ ।

Bitch Perfect.

Raag bhaokaar. Featuring Zoe.

#BandishPandit #dogsofinstagram #adoptdontshop





*…

Posted by Rohit Nair on Thursday, July 30, 2020

ଏହି ଭିଡିଓକୁ ରୋହିତ ନେୟାର ନାମକ ଜଣେ ବ୍ୟକ୍ତି ସେୟାର କରିଥିଲେ ଯେଉଁଥିରେ ତାଙ୍କ କୁକୁର ‘ଜୋଇ’ ତାଙ୍କୁ କପି କରୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡ଼ିଓଟିକୁ ଲୋକେ ବହୁତ ପସନ୍ଦ କରୁଛନ୍ତି ।

 

View this post on Instagram

 

Zoe knows about this whole Karuna situation. I’m sure. #coronakaruna #Corona #wholetthedogsout

A post shared by Rohit Nair (@sobertooth) on


ଭିଡିଓରେ ଆପଣ ଦେଖିପାରୁଥିବେ ଯେ ରୋହିତ ରାଗ ଉଠାଇବା ମାତ୍ରେ ହିଁ ‘ଜୋଇ’ ରୋହିତଙ୍କ ସହ ମିଶି ରାଗ ଗାଉଛି । ଏହା ପୂର୍ବରୁ ମଧ୍ୟ ‘ଜୋଇ’ର ଅନେକ ଭିଡିଓ ଭାଇରଲ ହୋଇଛି । ସେହି ଭିଡିଓରେ ମଧ୍ୟ ‘ଜୋଇ’ ରୋହିତଙ୍କ ସହ ମିଶି ଗୀତ ଗାଉଥିବା ଦେଖିବାକୁ ମିଳିଛି । ଯେପରିକି ‘ଗୋ କରୋନା ଗୋ’ ।


କେବଳ ସେତିକି ନୁହେଁ ‘ଜୋଇ’ ଇଂଲିଶ ଗୀତ ମଧ୍ୟ ଗାଉଛି । ତ କେମିତି ଲାଗିଲା ‘ଜୋଇ’ର ଗୀତ ? ନିଶ୍ଚିତଭାବେ ଆପଣ ପୂର୍ବରୁ କେବେ ବି ଏମିତି ଗୀତ ଶୁଣିନଥିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.