ସିଂହକୁ ଡରାଇଦେଲା କୁକୁର, ଶିକାର ଛାଡି ଭୟରେ ଚାଲିଗଲା ସିଂହ : ଭିଡିଓ ଭାଇରଲ
ଆପଣମାନେ ଅନେକ ଭାଇରଲ ଭିଡିଓ ଦେଖିଥିବେ । ଯେଉଁଥିରେ ଜୀବଜନ୍ତୁ ପରସ୍ପର ସହିତ ଲଢେଇ କରୁଛନ୍ତି । କେଉଁଠି ବାଘ-ସିଂହ, ତ ଆଉ କେଉଁଠି ନେଉଳ ଓ ସାପ । କିନ୍ତୁ ଜଙ୍ଗଲର ରାଜା ସିଂହର ଲଢେଇ ଦେଖିଥିବାର ଦେଖିଛନ୍ତି କି, ତା’ ପୁଣି କୁକୁର ସହିତ । ଶୁଣିକି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ।…