କେବେ ଥିଲା ସୁନ୍ଦର ଅଟ୍ଟାଳିକା, ଏବେ ଘୂରି ବୁଲୁଛନ୍ତି ଅତୃପ୍ତ ଆତ୍ମା! ଯିବାକୁ ଡରୁଛନ୍ତି ଲୋକେ

ବିଶ୍ୱରେ ଏମିତି ଅନେକ ସ୍ଥାନ ରହିଛି, ଯାହାକି ଆଜି ପୂରା ଶୂନ୍‌ଶାନ। ଦୂର ଦୂର ପଯ୍ୟର୍ନ୍ତ କୌଣସି ଜନବସତି ଏଠାରେ ଦେଖିବାକୁ ମିଳେନାହିଁ। ପୂର୍ବରୁ ଲୋକେ ଏଠାରେ ବାସ କରୁଥିବା ବେଳେ ଏବେ ସ୍ଥାନଟି ଭୂତପ୍ରେତଙ୍କ ଆବାସସ୍ଥଳୀ ପାଲଟିଯାଇଛି। ଆଜି ଆମେ ଆପଣଙ୍କୁ ଏମିତି ୪ଟି ଭୂତିଆ ସହର ବିଷୟରେ ଜଣାଇବୁ।

bho2

-ଏହି ସହର ଥିଲା ଜର୍ଜିଆର ସବୁଠାରୁ ସୁନ୍ଦର ସହର। ଏଠାରେ ପାଖାପାଖି ୧୫,୦୦୦ ଲୋକ ବସବାସ କରୁଥିଲେ। କିନ୍ତୁ ଲୋକଙ୍କ କହିବା ହେଲା, ଏବେ ସହରରେ ଅତୃପ୍ତ ଆତ୍ମା ଘୁରି ବୁଲୁଛନ୍ତି।

bho3

-ଏହି ସହର ତୁର୍କୀରେ ରହିଛି। ଏଠାରେ ବି ଲୋକେ ହସଖୁସିରେ ବସବାସ କରୁଥିଲେ, କିନ୍ତୁ ଏବେ ସହରଟି ପୂରା ଶୂନ୍‌ଶାନ୍‌ ହୋଇଯାଇଛି।

-ଇଟାଲିର ଏହି ସହରରେ ଜନସଂଖ୍ୟା ଥିଲା ୧ ହଜାର। କିନ୍ତୁ ଏବେ ଏହି ଜାଗା ଭୂତପ୍ରେତଙ୍କ ସ୍ଥାନ ପାଲଟିଯାଇଛି।

bho6-ଆରବର ଏହି ସହର ନିଜ କଳାକୃତି ପାଇଁ ବେଶ୍‌ ପ୍ରସିଦ୍ଧ ଥିଲା। କିନ୍ତୁ ଏବେ ଏହାକୁ ଭୂତ ସହର ଭାବେ ଗଣାଯାଉଛି, ଯେଉଁ କାରଣରୁ ଲୋକେ ଏଠାରେ ବସବାସ କରୁନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.