ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପୁଣି ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ଗୋଲଡେନ୍‌ ଗର୍ଲ ଦୂତୀ ଚାନ୍ଦ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପୁଣି ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ଗୋଲଡେନ୍‌ ଗର୍ଲ ଦୂତୀ ଚାନ୍ଦ । ଶହେ ମିଟର ପରେ ଆଜି ଦୁଇ ଶହ ମିଟର ଦୌଡ଼ରେ ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି କିଟ୍‌ ଛାତ୍ରୀ ଦୂତୀ ଚାନ୍ଦ । ୨୩ ଦଶମିକ ୬୬ ସେକେଣ୍ଡରେ ସେ ଅତିକ୍ରମ କରିଥିଲେ ଦୁଇ ଶହ ମିଟର । ଗତକାଲି ଶହେ ମିଟର ରେସରେ ସ୍ୱର୍ଣ୍ଣ ଜିତିଥିଲେ ଦୂତୀ । ଆଜି ପୁଣି ଥରେ ଗୋଲ୍ଡ ମେଡାଲ ଆଣିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.