ଟୋକିଓ ଅଲିମ୍ପିକ୍ସେ: ରେସଲିଂରେ ଭାରତକୁ ଦ୍ୱିତୀୟ ପଦକ, ବ୍ରୋଞ୍ଜ ପଦକ ଜିତିଲେ ବଜରଙ୍ଗ ପୁନିଆ

କେନ୍ୟୁଜ୍(ବ୍ୟୁରେ):  ଟୋକିଓ ଅଲିମ୍ପିକ୍ସେରେ ରେସଲିଂରେ ଭାରତକୁ ଦ୍ୱିତୀୟ ପଦକ । ବ୍ରୋଞ୍ଜ ପଦକ ଜିତିଲେ ବଜରଙ୍ଗ ପୁନିଆ । ୬୫ କେଜି ଫ୍ରି ଷ୍ଟାଇଲ ରେସଲିଂ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ବିଜୟୀ । କାଜାଖସ୍ତାନର ଦୌଲେତ ନିୟାଜବେକୋଭଙ୍କୁ ହରାଇଲେ ବଜରଙ୍ଗ । ବଜରଙ୍ଗଙ୍କ ବ୍ରୋଞ୍ଜକୁ ମିଶାଇ ଭରତରେ ପଦକ ସଂଖ୍ୟା ୬କୁ ବୃଦ୍ଧି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.