ଶ୍ରୀଲଙ୍କା ଟୁର୍‌ ପାଇଁ ଘୋଷଣା ହେଲା ଭାରତୀୟ ଦଳ

କେନ୍ୟୁଜ (ବ୍ୟୁରୋ) : ଶ୍ରୀଲଙ୍କା ଟୁର୍‌ ପାଇଁ ଘୋଷଣା ହେଲା ଭାରତୀୟ ଦଳ। ଶିଖର ଧୱନଙ୍କୁ ଅଧିନାୟକ କରାଯାଇଛି। ଉପ ଅଧିନାୟକ ଅଛନ୍ତି ଭୁବନେଶ୍ୱର କୁମାର। ଏହି ଟିମ୍‌ରେ ଅଛନ୍ତି ପୃଥ୍ଵୀ ଶ, ଦେବୀଦତ୍ତ ପଡିକଲ, ଋତୁରାଜ ଗାୟକୱାଡ୍‌, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଇଷାନ କିଷନ, ସଞ୍ଜୁ ସାମସନ, ୟୁଜଭେନ୍ଦ୍ର ଚହଲ, ରାହୁଲ ଚହର, କେ. ଗୌତମ, କୁନାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଦୀପକ ଚହର, ନବଦୀପ ସାଇନି ଓ ଚେତନ ସକରିଆ। ଶ୍ରୀଲଙ୍କା ଟୁରରେ ଭାରତ ୩ଟି ଦିନିକିଆ ଓ ୩ଟି ଟି ଟେ୍ଵଣ୍ଟି ମ୍ୟାଚ୍‌ ଖେଳିବ। ଜୁଲାଇ ୧୩ ତାରିଖରୁ ଆରମ୍ଭ ହେବ ସିରିଜ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.